ଯଦି ଆପଣ ଫେଷ୍ଟିଭ ସିଜିନ୍ ରେ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଦଶହରା ପରେ ପୁଣି ଥରେ ଦୀପାବଳୀ ପାଇଁ ବିଭିନ୍ନ ସପିଙ୍ଗ ପ୍ଲାଟଫର୍ମ ଗୁଡିକରେ ଦମଦାର ଡିସକାଉଣ୍ଟ ଲଞ୍ଚ କରାଯାଇଥିବା ବେଳେ Motorola କମ୍ପାନୀ ପକ୍ଷରୁ ଏହାର ପପୁଲାର ଡ଼ିଭାଇସ ଗୁଡିକରେ ବମ୍ପର ଡ଼ିସକାଉଣ୍ଟ ଦିଆଯିବା ନେଇ ଘୋଷଣା କରାଯାଇଛି । ନଭେମ୍ବର ୮ ତାରିଖରୁ ଆରମ୍ଭ ହେବାକୁ ଥିବା ସେଲରେ Moto Razr ସ୍ମାର୍ଟଫୋନକୁ ସିଲେକଟେଡ଼ ବ୍ୟାଙ୍କ କାର୍ଡସ ଜରିଆରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟରେ କିଣା ଯାଇପାରିବ । ଅଫର ଲାଗୁ ହେବା ପରେ ଏହାର ମୂଲ୍ୟ ୭୪ ହଜାର ୯୯୯ ଟଙ୍କା ରହିବା ନେଇ ଜଣାଯାଇଛି । କମ୍ପାନୀର ବଜେଟରୁ ଆରମ୍ଭ କରି ମିଡ଼ରେଞ୍ଜ ପର୍ଯ୍ୟନ୍ତ ଡ଼ିଭାଇସ ଗୁଡିକରେ ଏହି ଡ଼ିସକାଉଣ୍ଟ ଲାଗୁ କରାଯିବ । ସେଲରେ Moto G9କୁ ୯୯୯୯ ଟଙ୍କାରେ ବିକ୍ରି ହେଉଥିବା ବେଳେ Motorola One Fusion +କୁ ୧୬୪୯୯
କୁ ଟଙ୍କାରେ ବିକ୍ରି କରାଯିବା ନେଇ ଜଣାଯାଇଛି ।
ଠିକ ସେହିପରି Moto E7 Plus ଫୋନକୁ ଅଫରରେ ୮୯୯୯ ଟଙ୍କା ଓ Moto Edge +କୁ ଅଫରରେ 64 ହଜାର 999 ଟଙ୍କାରେ କିଣା ଯାଇପାରିବ । ଆଉ ଯଦି ଆପଣ ଫ୍ଲିପକାର୍ଟ ପ୍ଲସ ମେମ୍ବର ତାହା ହେଲେ ଆପଣଙ୍କ ପାଇଁ ନଭେମ୍ବର ୭ ତାରିଖ ଦ୍ବିପହର ୧୨ ଟାରୁ ଆରମ୍ଭ ହୋଇଯିବ ।Motorola ଭାରତରେ ନିଜର ୨ଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ତା ଭିତରୁ ଗୋଟେ ହେଉଛି Moto G9 Power ଓ ଅନ୍ୟ ଟି ହେଉଛି Moto G 5G ।
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…