ଟେକ୍

ଏକ ସେକେଣ୍ଡରେ ୨ ଶହ କୋଟି ଯାଏ ଗଣିପାରିବ ସୁପର କମ୍ପ୍ୟୁଟର, ଜାଣନ୍ତୁ ଏହା କ’ଣ କରିବ

ସାଧାରଣ କମ୍ପ୍ୟୁଟର ତୁଳନାରେ ସୁପର କମ୍ପ୍ୟୁଟର କୋଟି କୋଟି ବେଗରେ ଗଣନ କରିପାରିବ । ତଥାପି ବିଶେଷଜ୍ଞ ଆହୁରି ଶକ୍ତିଶାଳୀ କମ୍ପ୍ୟୁଟର ଆବଶ୍ୟକ କରୁଛନ୍ତି । କୋଭିଡ ସମୟରେ କୋଭିଡ୍‌ ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଆହୁରି ଶକ୍ତିଶାଳୀ କମ୍ପ୍ୟୁଟର ର ଆବଶ୍ୟକ ପଡ଼ିଥାଏ । ଏବେ ଆମେରିକାରେ ଦୁନିଆର ସବୁଠୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର (HPE-Cray EX)) ରହିଥିବା ଜଣାଯାଇଛି ।

ଏହି କମ୍ପ୍ୟୁଟର ଜଳବାୟୁ ପରିବର୍ତ୍ତନ , ତୀବ୍ର ମୈାସୁମୀ, ଜଙ୍ଗଳରେ ନିଆଁ ଲାଗିବା ଓ ସୈାର ମଣ୍ଡଳରେ ଜ୍ୱାଳାମୁଖୀ ସମ୍ପର୍କରେ ତଥ୍ୟ ଦେବାରେ ସହାୟତା କରିବ । ଏହା ଏବେ ଥିବା ସୁପର କମ୍ପ୍ୟୁଟର ଠାରୁ ୩.୫ ଗୁଣ ତୀବ୍ର

photo credit: hindi.news18.com

HPE-Cray EX ସୁପର କମ୍ପ୍ୟୁଟର

ମାତ୍ର ଏହି ନୂତନ ସୁପର କମ୍ପ୍ୟୁଟର ଏକ ଆକଳନ ଅନୁଯାୟୀ ୨ ଶହ କୋଟି ଗଣନା ମାତ୍ର ୨ ସେକେଣ୍ଡରେ କରିପାରିବ । ଏହା ଆମେରିକାରେ ଥିବା ସୁପର କମ୍ପ୍ୟୁଟର ଠାରୁ ୩.୫ ଗୁଣ ଅଧିକ ।ଏହି ସୁପର କମ୍ପ୍ୟୁଟର ଚଳିତ ବର୍ଷ ସ୍ଥାପନ ହେବା ସହ ଆଗାମୀ ୨୦୨୨ ରେ କାମ କରିବ ବୋଲି ଜଣାଯାଇଛି । ଏହି କମ୍ପ୍ୟୁଟର ଦୁନିଆର ୨୫ ତମ ସବୁଠୁ ଶକ୍ତିଶାଳୀ କମ୍ପ୍ୟୁଟର ଭାବେ ମାନ୍ୟତା ପାଇବ । ଏହି କମ୍ପ୍ୟୁଟର ରୁ ମିଳିଥିବା ତଥ୍ୟ ଉପରେ ଭରସା କରିହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

photo credit: hindi.news18.com

ଏହି ସୁପର କମ୍ପ୍ୟୁଟିଙ୍ଗ ସେଣ୍ଟର ର ଆରମ୍ଭ ୨୦୧୨ ରେ ହୋଇଥିଲା । ସେବେ ଠାରୁ ଲକ୍ଷାଧିକ ୟୁନିଭରସିଟି ଓ ଅନ୍ୟ ସଂସ୍ଥା ଏହି କମ୍ପ୍ୟୁଟରର ଉପଯୋଗ କରିଆସୁଛନ୍ତି । ଏହି କମ୍ପ୍ୟୁଟର ବହୁତ ଶକ୍ତିଶାଳୀ କମ୍ପ୍ୟୁଟର । ଏହା ବିଶେଷ କରି ବୈଜ୍ଞାନିକ ଓ ଇଂଜିନିୟରିଂ ଗଣନା ରେ ବ୍ୟବହାର କରାଯାଏ । ଏହାର ବ୍ୟବହାର କ୍ୱାଣ୍ଟମ୍‌ ମେକାନିକ୍‌ସ୍‌, ଜଳବାୟୁ ଗବେଷଣା, ମୈାସୁମୀ ର ପୂର୍ବାନୁମାନ, ତୈଳ ଓ ଗ୍ୟାସ ଅନୁସନ୍ଧାନ,ଆଣବିକ ମଡେଲିଂ, କଠିନ ଗଣିତ ସମାଧାନ,ଅନ୍ତରୀକ୍ଷ ବିଜ୍ଞାନ, ନାଭିକୀୟ ଶକ୍ତି ନିୟନ୍ତ୍ରଣ ଓ ସ୍ପେଶ୍‌ ଯାନ ଆଦିରେ କରାଯାଇଥାଏ ।

Niharanjan

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

5 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

6 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

10 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

33 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

40 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

47 mins ago