Nokia ଖୁବଶୀଘ୍ର ଭାରତରେ ଏକ ଦମଦାର ଫୋନ୍ ଲଞ୍ଚ କରିବାକୁ ଯାଉଛି । ଯେଉଁଥିରେ ଆପଣ ଏକ ବଡ଼ ବ୍ୟାଟେରୀ ସହିତ ଭଲ କ୍ୟାମେରା ପାଇପାରିବେ । ଯଦି ଆପଣ 5G କୀବୋର୍ଡ୍ ସହିତ ଏକ ଟଚ୍ ସ୍କ୍ରିନ୍ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଫୋନ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହାର ଫିଚର୍ସ ଏବଂ ଦାମ ବିଷୟରେ । ଆଗକୁ ଲଞ୍ଚ ହେବାକୁ ଥିବା ଏହି ଫୋନ ହେଉଛି Nokia 6600 ।
ଏହି ଫୋନରେ ୬.୪ ଇଞ୍ଚର ସୁପର AMOLED ଡିସପ୍ଲେ ଏବଂ ୧୪୪Hzର ରିଫ୍ରେସ ରେଟ ଦିଆଯିବ । ଏହା ସହିତ ଫିଙ୍ଗର ପ୍ରିଣ୍ଟ ସେନ୍ସର ଏବଂ ଗୋରିଲା ଗ୍ଲାସ 5 ପ୍ରୋଟେକ୍ସନ ମଧ୍ୟ ଦିଆଯିବ । ଏଥିରେ ଆପଣ 4K ଭିଡିଓ ଦେଖିପାରିବେ । ନୋକିଆ 6600 ଫୋନର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏଥିରେ ୮୦୦୦mAhର ଏକ ବଡ଼ ବ୍ୟାଟେରୀ ଦିଆଯିବ । ଏହାସହ ଚାର୍ଜିଂ ପାଇଁ ୧୩୦ ୱାଟ ଚାର୍ଜର ମଧ୍ୟ ଯୋଗାଇ ଦିଆଯିବ ଯାହା ଏହାକୁ ୨୦ ମିନିଟରେ ଫୁଲ୍ ଚାର୍ଜ କରିବ । ଯାହାଦ୍ୱାରା ଆପଣ ଏହି ଫୋନକୁ ଦିନସାରା ସହଜରେ ବ୍ୟବହାର କରିପାରିବେ ।
ଏହାର କ୍ୟାମେରା ବିଷୟରେ କହିବାକୁ ଗଲେ, ରିୟଲ କ୍ୟାମେରା ୨୦୦MP ସହିତ ୨MP ଅଲ୍ଟ୍ରା ୱାଇଡ୍ ମେଗାପିକ୍ସେଲ୍, ୨MP ଡେପଥ୍ ସେନ୍ସର ଏବଂ ୩୨MPର ଫ୍ରଣ୍ଟ କ୍ୟାମେରା ରହିବ । ଏହି ଫୋନରେ ଆପଣ ସହଜରେ 4K ଭିଡିଓ ରେକର୍ଡ କରିପାରିବେ ଏବଂ ଏହା 100x ପର୍ଯ୍ୟନ୍ତ ଜୁମ୍ ମଧ୍ୟ କରିପାରିବ । ଏହି ମୋବାଇଲ୍ ତିନୋଟି ଭରିଆଣ୍ଟରେ ଲଞ୍ଚ ହେବ – ୮ ଜିବି ରାମ୍, ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ, ୧୨ ଜିବି ରାମ୍, ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ ଏବଂ ୧୬ ଜିବି ରାମ୍, ୫୧୨ ଜିବି ଇଣ୍ଟରନାଲ ଷ୍ଟୋରେଜ ଭରିଆଣ୍ଟରେ ଲଞ୍ଚ ହେବାକୁ ଯାଉଛି ।
ଏଥିରେ ଆପଣ ଦୁଇଟି ମେମୋରୀ କାର୍ଡ କିମ୍ବା ଦୁଇଟି ସିମ୍ କାର୍ଡ ବ୍ୟବହାର କରିପାରିବେ । ଏହି ଫୋନ ୪୯୯୯ ରୁ ୬୯୯୯ ଟଙ୍କା ଭିତରେ ଲଞ୍ଚ ହୋଇପାରେ । ଆପଣଙ୍କୁ କହି ରଖୁଛୁ ଯେ ଏହି ଫୋନର ଦାମ ଏବଂ ଫିଚର୍ସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ । ଏହି ଫୋନ୍ ଡିସେମ୍ବର ୨୦୨୪ ଶେଷ କିମ୍ବା ଜାନୁୟାରୀ ୨୦୨୫ ଭିତରେ ଲଞ୍ଚ ହୋଇପାରେ ।