୨୦୦୦ ଟଙ୍କାରେ କିଣନ୍ତୁ OnePlus Nord 2T 5G

ଆମାଜନ ର ବେଷ୍ଟ 5G ଫୋନ ଅଫର, ଏଥିରେ ଆପଣ ୨୯ ହଜାରର OnePlus Nord 2T 5G କୁ ୨୦୦୦ ଟଙ୍କାରେ କିଣିପାରିବେ

ଯେଉଁମାନେ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ବଢିଆ ଖବର । ଏବେ ଆପଣ କମ୍ ଟଙ୍କାରେ କିଣିପାରିବେ 5G ସ୍ମାର୍ଟ ଫୋନ୍‌ । OnePlus Nord 2T 5G ରେ ଆପଣ ବଢିଆ ରିହାତି ପାଇବେ । ଆଉ ଖୁବ କମ ଦାମ ରେ ଏହାକୁ କିଣି ଆଣିବେ । ନୂଆ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିବା ଲୋକମାନେ ଏହି ଅଫର୍‌ ର ଲାଭ ଉଠାଇ ପାରିବେ । ଆପଣ ଭାବୁଛନ୍ତି କି କିପରି ? ତେବେ ଏହି ଅଫର୍‌ ବିଷୟରେ ଜାଣିନିଅନ୍ତୁ ।

ଇ-କମର୍ସ କମ୍ପାନୀ ଆମାଜନ୍ OnePlus Nord 2T 5G ସ୍ମାର୍ଟଫୋନରେ ଏକ ବଡ଼ ରିହାତି ପ୍ରଦାନ କରୁଛି । ଏହି ଫୋନର ବଜାର ମୂଲ୍ୟ ହେଉଛି ୨୮୯୯୮ ଟଙ୍କା । କିନ୍ତୁ ଆପଣ ଏହି ଫୋନରେ ଏକ ବଡ଼ ରିହାତି ପାଇପାରିବେ । ବଡ଼ କଥା ହେଉଛି ଏଥିରେ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି । ଏହାର ଅର୍ଥ ଆପଣ କେବଳ ୧୯୯୮ ଟଙ୍କା ଦେଇ ଏହି ସ୍ମାର୍ଟଫୋନ୍‌କୁ କିଣିପାରିବେ ।

ତେବେ ଆପଣଙ୍କୁ ଏଠାରେ ଗୋଟିଏ କଥା ଧ୍ୟାନ ରଖିବାକୁ ପଡିବ । ଏଥିରେ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ରହିଛି । ତେଣୁ ଏହି କ୍ରମରେ ଆପଣ ଶସ୍ତା ମୂଲ୍ୟ ପାଇଁ ପାରିବେ । ଏମିତି ନକଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ତେଣୁ ଏକ ନୂଆ ଫୋନ୍ କିଣିବା ପୂର୍ବରୁ ଆପଣଙ୍କ ଫୋନର ଏକ୍ସଚେଞ୍ଜ୍ ଅଫର୍ ଯାଞ୍ଚ କରନ୍ତୁ ଓ ପରେ କିଣନ୍ତୁ।

କମ୍ EMI ସହିତ ଆପଣ ଏହି OnePlus Nord T2 ସ୍ମାର୍ଟଫୋନ୍ ମଧ୍ୟ କିଣି ପାରିବେ । ମାସିକ EMI 1385ରୁ ଆରମ୍ଭ। 24 ମାସ ଭିତରେ ଆପଣାକୁ ଏହକୁ ସାରିବାକୁ ହେବ । 18 ମାସର ସମୟରେ ମାସକୁ 1795 ଟଙ୍କା ଦେବାକୁ ପଡ଼ିବ । ଯଦି ଏକ ବର୍ଷ ପାଇଁ ସମୟ ନେଉଛନ୍ତି ତେବେ 2600 ଟଙ୍କା ଦେବାକୁ ପଡିବ । ଯଦି 9 ମାସ ହେବ ତେବେ 3400 ଟଙ୍କା ଦେବାକୁ ପଡିବ । ଛଅ ମାସ କୁ 4833 ଟଙ୍କା ଦେବାକୁ ପଡ଼ିବ । ସମାନ 3 ମାସ କୁ 9,666 ଟଙ୍କା ଦେବାକୁ ପଡ଼ିବ । ଏହାର ଅର୍ଥ ଆପଣ ବିନା ସୁଧରେ ଛଅ ମାସର ସମୟରେ ଏହାକୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.