ଆମାଜନର ବଢ଼ିଆ ଅଫର, ୭ହଜାରରୁ କମ ଦାମରେ କିଣନ୍ତୁ OnePlusର ଏହି ମଡେଲ

ଆମାଜନରେ ଆରମ୍ଭ ହୋଇଛି ଇଲେକଟ୍ରୋନିକ ବଜେଟ ବଜାର। ଯେଉଁଥିରେ ଆପଣ Oneplus ର Nord CR 2 Lite 5G କୁ ବହୁତ ଶସ୍ତା ଦାମରେ କିଣିପାରିବେ। ଓ୍ଵାନପ୍ଲସ ଏମିତି ଏକ ସ୍ମାର୍ଟଫୋନ ଯାହାର ମାର୍କେଟରେ ବଢ଼ିଆ ଡିମାଣ୍ଡ ରହିଛି। ଏହାର ଫିଚର୍ସ ଜବରଦସ୍ତ ରହିବା ହେତୁ ୟୁଜର୍ସ ମାନେ ପସନ୍ଦ କରୁଛନ୍ତି। ତେବେ ଡିମାଣ୍ଡ ହେତୁ ଏହାର ଦାମ ମଧ୍ୟ ଟିକେ ଅଧିକ ରହିଥାଏ। ତେଣୁ ଯେଉଁମାନଙ୍କର ବଜେଟ କମ ସେମାନେ ଏହାକୁ କିଣିବା ପାଇଁ ପ୍ରାୟ ଭାବିଥାନ୍ତି।

ଏଥିପାଇଁ ଇକମର୍ସ ପ୍ଲାଟଫର୍ମ ଆମାଜନ ନିଜର ସେଲରେ ଓ୍ଵାନପ୍ଲସର ମଡେଲକୁ ଶସ୍ତା ଦାମରେ ବିକ୍ରି କରୁଛି। ଜାଣନ୍ତୁ ଏବେ ଏହି ସେଲ ସମ୍ପର୍କରେ..

ଆମାଜନର ମୋବାଇଲ ସେକ୍ସନରେ ଇଲେକଟ୍ରୋନିକ ବଜେଟ ବଜାର କୁ ଲିଷ୍ଟେଡ କରାଯାଇଛି। ଏଠାରେ କିଛି ସ୍ମାର୍ଟଫୋନ ଉପରେ ଧମାକାଦାର ଡିସକାଉଣ୍ଟ ଦିଆଯାଉଛି। ଫୋନରେ ବ୍ୟାଙ୍କ ସହ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଯାହାପରେ ଆପଣ ଏହି ସବୁ ଫୋନକୁ ଖୁବ କମ ଦାମରେ ମାନେ ଶସ୍ତାରେ କିଣିପାରିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ମୌକାର ଫାଇଦା ଉଠାନ୍ତୁ।

Oneplus ର Nord CR 2 Lite 5Gକୁ ଖୁବ କମ ଦାମରେ ଆପଣ କିଣିପାରିବେ। ୨୦ ହଜାର ଟଙ୍କାର ସ୍ମାର୍ଟଫୋନକୁ ଆପଣ ୭ ହଜାରରୁ କମ ଦାମରେ କିଣିପାରିବେ। ଜାଣନ୍ତୁ କେମିତି?

Oneplus ର Nord CR 2 Lite 5G ଆମାଜନରେ ୧୯,୯୯୯ ଟଙ୍କାରେ ମିଳୁଛି। କିନ୍ତୁ ଫୋନରେ ବ୍ୟାଙ୍କ ଓ ଏକ୍ସଚେଞ୍ଜ ଅଫର ମିଶିଲେ ଏହାର ଦାମ ପୂରା କମ ହୋଇଯିବ।

Oneplus ର Nord CR 2 Lite 5Gକୁ କିଣିବା ପାଇଁ ଆପଣ ICICI ବ୍ୟାଙ୍କର କ୍ରେଡିଟ କିମ୍ବା ଡେବିଟ କାର୍ଡକୁ ବ୍ୟବହାର କରିପାରିବେ। ଏମିତିରେ ଆପଣଙ୍କୁ ୨ ହଜାର ଟଙ୍କାର ଡିସକାଉଣ୍ଟ ମିଳିବ। ଏହାପରେ ଫୋନର ଦାମ ହୋଇଯିବ ୧୭,୯୯୯ ଟଙ୍କା। ଏହାପରେ ଫୋନରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

Oneplus ର Nord CR 2 Lite 5Gରେ ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ରହିଛି । ଯଦି ଆପଣ ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରୁଛନ୍ତି। ତେବେ ଏତିକି ଅଫ ପାଇବେ। କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ପୁରୁଣା ଫୋନର କଣ୍ଡିସନ ଭଲ ଥିବ। ଯଦି ଆପଣ ପୁରା ଅଫ ପାଇଯାନ୍ତି ତେବେ ଫୋନର ଦାମ ହୋଇଯିବ ୬,୪୯୯ ଟଙ୍କା। ଏମିତିରେ ଆପର ଓ୍ଵାନପ୍ଲସର ଏହି ଫୋନକୁ ୭ହଜାରରୁ ମଧ୍ୟ କମ ଦାମରେ ପାଇପାରିବେ।

Leave A Reply

Your email address will not be published.