ଓପୋ ଆଣିଛି ଫାଣ୍ଟାଷ୍ଟିକ ସେଲ ଅଫର, ଆଜି ହେଉଛି ଶେଷ ଦିନ

ଓପୋର ଫାଣ୍ଟାଷ୍ଟିକ ଡେ ସେଲ ଆରମ୍ଭ ହୋଇ ଯାଇଛି । ଏହି ଅବସରରେ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର୍‌ ସବୁ ମିଳୁଛି । ସେଲରେ oppo A3s,Oppo A5, oppo A7, Oppo F9Pro, oppo F11 Pro, Oppo R17 ଓ Oppo R17 Pro ଭଳି ସ୍ମାର୍ଟ ଫୋନ୍‌ ଅଫର୍ସ ମଧ୍ୟ ରହିଛି । ଏହାର ଫାଇଦା ଗ୍ରାହକଙ୍କୁ କେବଳ ଆମାଜନ ଇଣ୍ଡିଆ ଓ ପେଟିଏମ ଜରିଆରେ ମିଳି ପାରିବ । ମନେରଖନ୍ତୁ ଏହି ସେଲ୍‌ର ଆଜି ହେଉଛି ଶେଷ ଦିନ ।

ନୋ କଷ୍ଟ ଇଏମଆଇ

ଓପୋ ଫାଣ୍ଟାଷ୍ଟିକ ଡେ ସେଲରେ ଇ-କମର୍ସ ପ୍ଲାଟଫର୍ମ ଉପରେ ଏକ୍ସଚେଞ୍ଜ ଦିଆ ଯାଇଛି । ଏହା ବ୍ୟତୀତ ଗ୍ରାହକଙ୍କ ସହାୟତା ପଇଁ ପ୍ରମୁଖ ବ୍ୟାଙ୍କକୁ ଭାଗିଦାର କରି ଓପୋ ୧୨ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମଆଇର ଅପ୍ସନ ଦେଇଛି ।

Oppo F11 Pro ଉପରେ ଏକ୍ସଚେଞ୍ଜ ଅଫର

Oppo F11 Proର ମୂଲ୍ୟ ୨୪,୯୯୦ ଟଙ୍କା ଅଛି । ଯଦି ଆପଣ Oppo F11 Pro କିଣିବାକୁ ଚାହୁଁଥାନ୍ତି ତେବେ ଏହି ଫୋନ୍‌ ଉପରେ ଏକ୍ସଚେଞ୍ଜ ଅଫରର ଫଇଦା ମଧ୍ୟ ଉଠାଇ ପାରିବେ । ଆମାଜନ ଓ ପେଟିଏମ ଦୁଇଟି ଯାକରେ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟର ଲାଭ ଗ୍ରାହକଙ୍କୁ ମିଳିବ । କେବଳ ଏତିକି ନୁହେଁ ଆମାଜନ ଗ୍ରାହକଙ୍କୁ ଆମାଜନ ବାଲାନ୍ସ ଦ୍ୱାରା ୫୦୦ ଟଙ୍କା ବି ମିଳିବ ।

Oppo F9 Pro ଉପରେ ଅଫର

ଏହି ଫୋନ୍‌ର ମୂଲ୍ୟ ୧୭,୯୯୦ଟଙ୍କା ଅଛି । କିନ୍ତୁ ଏକ୍ସଚେଞ୍ଜ ପାଇଁ ଗ୍ରାହକଙ୍କୁ ଏହା ଉପରେ ୨୫୦୦ ଟଙ୍କା ଅତିରିକ୍ତ ଡିସ୍କାଉଣ୍ଟ ଅଫର ଦିଆ ଯାଉଛି । ଏହି ଫୋନ୍‌ରେ ୨୫ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇଛି ଯାହାକି ଏହାର ବିଶେଷ ଆକର୍ଷଣ ଅଟେ ।

Oppoର ଏହି ଫୋନ୍‌ରେ ମଧ୍ୟ ଅଫର ଅଛି

ଓପୋର ଅନ୍ୟ ସ୍ମାର୍ଟ ଫୋନ କଥା କହିବାକୁ ଗଲେ Oppo R17 ଉପରେ ୩,୦୦୦ ଟଙ୍କାର ଅତିରିକ୍ତ ଡିସକାଉଣ୍ଟ ମିଳୁଛି । ଯେଉଁଠି Oppo R7 Pro ଉପରେ ୫,୦୦୦ ଟଙ୍କାର ଫାଇଦା ମଳୁଛି । ଏହା ବ୍ୟତୀତ Oppo A7 ଉପରେ ମଧ୍ୟ ବିଶେଷ ଏକ୍ସଚେଞ୍ଜ ଡିସ୍କାଉଣ୍ଟ ୨,୦୦୦ ଟଙ୍କା ଦିଆଯାଉଛି । ଯେଉଁଠି Oppo A3s ଓ Oppo A5 ଉପରେ ୧୨୫୦ ଟଙ୍କା ସେଭିଙ୍ଗ କରି ପାରିବେ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.