Categories: ଟେକ୍

ଫଟୋଗ୍ରାଫିକ ରାଇଫଲ, ଜାଣନ୍ତୁ ଦୁନିଆର ସର୍ବପ୍ରଥମ ପୋର୍ଟେବୁଲ ମୋସନ ପିକ୍ଚର କ୍ୟାମେରା ବିଷୟରେ

କଣ ଆପଣ ଜାଣନ୍ତି କି ଦୁନିଆର ସର୍ବପ୍ରଥମ ପୋର୍ଟେବୁଲ ମୋସନ ପିକ୍ଚର କ୍ୟାମେରା କିପରି ଥିଲା ? ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏହା କୌଣସି ଓଜନିଆ କିମ୍ବା ଖରାପ ଦେଖାଯାଉଥିବା ମୋଡେଲ ହୋଇଥିବ କିନ୍ତୁ ନା ଏହା ଆପଣଙ୍କ ଚିନ୍ତାର ବାହାରେ ଓ ବହୁତ ଇଣ୍ଟ୍ରେଷ୍ଟିଙ୍ଗ ମଧ୍ୟ ଥିଲା।

ଏହି କ୍ୟାମେରା ଏକ ବନ୍ଧୁକ ଭଳି ଦେଖିବାକୁ ଥିଲା ଯାହାର ନାମ ଥିଲା ଫଟୋଗ୍ରାଫି ରାଇଫଲ। ଏହି କ୍ୟାମେରାର ଆବିଷ୍କାର ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ନୂଆ କ୍ରାନ୍ତିର ଜନ୍ମ ହୋଇଥିଲା। ଫ୍ରେଞ୍ଚ ସାଇଣ୍ଟିଷ୍ଟ ଇଟାଇନେ ଜୁଲସ ମାରେଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏହି କ୍ୟାମେରା ୧୮୮୨ ମସିହାରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଥିଲା।

ଏହାସହ ପଢନ୍ତୁ ଭାରତକୁ ଆସିଲା ସୌରଶକ୍ତିରେ ଚାଳିତ ସ୍ମାର୍ଟଫୋନ, ମାତ୍ର ୪୯୦ ଟଙ୍କାରେ କରିପାରିବେ ବୁକ, ଜାଣନ୍ତୁ କଣ ରହିଛି ଅନ୍ୟ ସୁବିଧା

ସୁକ୍ଷ୍ମ ଗତିଶୀଳ ଦୃଶ୍ୟକୁ କଏଦ କରିବା ପାଇଁ ସ୍ୱତନ୍ତ୍ର ଭାବେ ଏହି କ୍ୟାମେରାକୁ ପ୍ରସ୍ତୁତ କରାଯାଇଥିଲା। ଏହିଭଳି ଫଟୋଗ୍ରାଫିକୁ କ୍ରୋନୋଫଟୋଗ୍ରାଫି କୁହାଯାଇଥାଏ । ୨୦୧୩ ମସିହାରେ ଏହାକୁ ବ୍ୟୁନେ ସ୍ଥିତ ହଟାନେ ଜୁଲ୍ସ ମାରେ ମ୍ୟୁଜିୟମରେ ପ୍ରଦର୍ଶନୀ ପାଇଁ ରଖାଯାଇଥିଲା।

 

ଜୁଲ୍ସ ମାରେ ପେସାରେ ଜଣେ ଫିଜିୟୋଲୋଜିଷ୍ଟ ଥିଲେ। ସେ ଏପରି କ୍ୟାମେରା ପ୍ରସ୍ତୁତ କରିବାକୁ ଚାଁହୁଥିଲେ ଯାହାଦ୍ୱାରା ପଶୁ, ପକ୍ଷୀ ଏବଂ ଫଟୋର ଗତିକୁ ଅଧ୍ୟୟନ କରାଯାଇପାରିବ। ଏହି ଫଟୋଗ୍ରାଫିକ ରାଇଫଲର ରେକର୍ଡ ଫୁଟେଜ କ୍ଷମତାରୁ ଅଧ୍ୟୟନ କରିବା ପାଇଁ ବହୁତ ସାହାଯ୍ୟ ମିଳୁଥିଲା।

କ୍ରୋନୋଫଟୋଗ୍ରାଫି ଭିକ୍ଟୋରିଆନ କାଳରୁ ଚାଲିଆସୁଥିବା ଏକ ଫଟୋଗ୍ରାଫି ଟେକନିକ ଅଟେ। ଏହାକୁ ସ୍ୱତନ୍ତ୍ର ଭାବେ ୧୮୬୭ ରୁ ୧୮୬୮ ମଧ୍ୟରେ ବ୍ୟବହାର କରାଯାଇଥିଲା। ଏହା ଏପରି ଏକ ଟେକନିକ ଥିଲା ଯାହାଦ୍ୱାରା ଗତିଶୀଳ ଛବିକୁ କ୍ୟାମରାରେ ଉତ୍ତୋଳନ କରାଯାଇପାରୁଥିଲା। ଏହାକୁ ସ୍ୱତନ୍ତ୍ର ଭାବେ ଅଧ୍ୟୟନ ପାଇଁ ଗତି ବୈଜ୍ଞାନିକ ଡିଜାଇନ କରିଥିଲେ।

KNews Bureau

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

54 seconds ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago