ଟେକ୍

ଖୁବ ଶୀଘ୍ର ଲଞ୍ଚ ହେବ Qualcommର ନୂଆ ପ୍ରୋସେସର, ପ୍ରଥମେ ଏହି ୟୁଜର୍ସଙ୍କୁ ମିଳିବ ଫାଇଦା

କ୍ୱାଲକମ୍ ଏହାର ନୂତନ ଫ୍ଲାଗସିପ୍ ସ୍ନାପଡ୍ରାଗନ୍ ଚିପସେଟ ଘୋଷଣା କରିଛି ଯେଉଁଥିରେ କମ୍ପାନୀ ଏହାର ଲଞ୍ଚିଙ୍ଗ ଡେଟ ଏବଂ ସ୍ଥାନ ବିଷୟରେ କହିଛି । କ୍ୱାଲକମ୍ ଏହାର ୟୁଜରମାନଙ୍କ ପାଇଁ ଫ୍ଲାଗସିପ୍ ଚିପସେଟ ଆଣିବାକୁ ପ୍ରସ୍ତୁତ ହେଉଛି । ମାର୍ଚ୍ଚ ୧୮ ରେ ଚାଇନାରେ ଏକ ଇଭେଣ୍ଟ ସମୟରେ ଫ୍ଲାଗସିପ୍ ସ୍ନାପଡ୍ରାଗନ୍ ଚିପ୍ ଲଞ୍ଚ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି ।

କ୍ୱାଲକମ୍ ର ଏହି ନୂତନ ଚିପସେଟରେ ସ୍ନାପଡ୍ରାଗନ୍ 8s Gen 3 ହୋଇପାରେ, ଯାହା 8 Gen 3 ଚିପସେଟ ପରି ସିମିଲାର ଆର୍କିଟେକ୍ଚର ଉପରେ ଆଧାରିତ ହୋଇପାରେ । ଏହା ବ୍ୟତୀତ ଚିପସେଟରେ Cortex- X4 ମଧ୍ୟ ଅନ୍ତର୍ଭୂକ୍ତ ହେବ । ଏହି ଚିପସେଟ ସହିତ କ୍ୱାଲକମ୍ ଇଭେଣ୍ଟରେ ସ୍ନାପଡ୍ରାଗନ୍ 7+ gen 3 ମଧ୍ୟ ଲଞ୍ଚ ହୋଇପାରିବ । ଏହି ଚିପସେଟ ମଧ୍ୟ ସମାନ ଆର୍କିଟେକ୍ଚର ଉପରେ ଆଧାରିତ ହୋଇପାରେ, କିନ୍ତୁ ଏହାର କ୍ଲକ ସ୍ପିଡ ଅଲଗା ହେବ ।

ସ୍ନାପଡ୍ରାଗନ୍ 7+ gen 3 ଚିପସେଟକୁ କ୍ଲକ ସ୍ପିଡ ସହିତ 1 x 2.9GHz Cortex- X4 + 4 x 2.61GHz Cortex- A720 + 3x 1.9GHz Cortex- A520 CPU ଏବଂ Andreno 732 GPU ସହିତ ଅଣାଯାଇପାରେ । ଖବର ଅନୁଯାୟୀ, ରେଡମି, ୱାନ୍ ପ୍ଲସ୍ ଏବଂ Vivoର ସ୍ମାର୍ଟଫୋନରେ ଏହି ନୂତନ ପ୍ରୋସେସର୍ ମିଳିପାରିବ, ଯେଉଁଥିରେ ଅନେକ ଡିଭାଇସର ନାମ ସାମିଲ ରହିଛି ।

ବିଭିନ୍ନ ଡିଭାଇସରେ ସ୍ନାପଡ୍ରାଗନ୍ 8s Gen 3 କିମ୍ବା ସ୍ନାପଡ୍ରାଗନ୍ 7+ Gen 3 ଅନ୍ତର୍ଭୂକ୍ତ ହେବ । ଏହି ଡିଭାଇସଗୁଡ଼ିକରେ Realme GT Neo6 Series, Redmi Note 13 Turbo, Xiaomi Civi4, OnePlus Ace 3V, Vivo Pad 3  ଏବଂ iQOO Neo 9 ସିରିଜର ନୂତନ ଫୋନ୍ ଅନ୍ତର୍ଭୁକ୍ତ କରାଯାଇଛି ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

10 seconds ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

9 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

18 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

34 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

49 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago