ଟେକ୍

ଫ୍ଲାଟ ଡିସକାଉଣ୍ଟରେ କିଣନ୍ତୁ Redmi Note 10, ଆଜି ଦିନ ୧୨ଟାରୁ ସେଲ୍ ଆରମ୍ଭ

ଆଜି ଆପଣଙ୍କ ପାଇଁ ବଢ଼ିଆ ସୁଯୋଗ। ଯଦି ଆପଣ ଭଲ ଏବଂ ଖାସ୍ ଫିଚର୍ସ ଥିବା ସ୍ମାର୍ଟଫୋନ୍ ଚାହୁଁଛନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ବଢ଼ିଆ ରହିବ। ରେଡମି ନୋଟ ୧୦କୁ ଆଜି ଆପଣ ସେଲ୍ ଦ୍ୱାରା କିଣିପାରିବେ। ଏହି ସେଲର ଆରମ୍ଭ ଦିନ ୧୨ଟାରେ ଆମାଜନ ଇଣ୍ଡିଆରେ ହେବ। ୧୧,୯୯୯ ଟଙ୍କାର ପ୍ରାରମ୍ଭିକ ଦାମ ଥିବା ଏହି ଫୋନରେ ୪୮ ମେଗାପିକ୍ସେଲ କ୍ୱାଡ କ୍ୟାମେରା ସେଟଅପ୍ ସହିତ ଅନେକ ବଢ଼ିଆ ଫିଚସର ଦିଆଯାଇଛି। ସେଲରେ ICICI ବ୍ୟାଙ୍କର କ୍ରେଡିଟ୍ କାର୍ଡ ଏବଂ EMI ଟ୍ରାନଜାକସନରେ କମ୍ପାନୀ ୟୁଜର୍ସଙ୍କୁ ୫୦୦ ଟଙ୍କା ଫ୍ଲାଟ ଡିସକାଉଣ୍ଟ ମଧ୍ୟ ଅଫର କରୁଛି।

Redmi note 10 ଫିଚର୍ସ ଏବଂ ସ୍ପେସିଫିକେସନ୍‌

ଫୋନରେ 1080×2400 ପିକ୍ସେଲ ରିଜୋଲ୍ୟୁସନ ସହିତ ୬.୪୩ ଇଞ୍ଚର ଫୁଲ ଏଚଡି+ସୁପର AMOLED ଡିସପ୍ଲେ ଦିଆଯାଇଛି। ୬ଜିବିର LPDDR4x ରାମ ଏବଂ ୧୨୮ ଜିବିର ଇଣ୍ଟରନାଲ ଷ୍ଟୋରେଜ ସହିତ ଆସୁଥିବା ଏହି ଫୋନରେ ପ୍ରୋସେସର ଭାବରେ କ୍ୱାଲକମ୍ ସ୍ନାପଡ୍ରାଗନ 678 SoC ଦିଆଯାଇଛି। ଫୋନର ମେମୋରୀକ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୫୧୨ ପର୍ଯ୍ୟନ୍ତ ବଢ଼ାଇପାରିବେ।

ଫଟୋଗ୍ରାଫୀ ପାଇଁ ଫୋନରେ ଏଲଇଡି ଫ୍ଲାଶ୍ ସହିତ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର ସହିତ ଗୋଟିଏ ୮ ମେଗାପିକ୍ସେଲର ଅଲଟ୍ରା-ଓ୍ଵାଇଡ ଲେନ୍ସ, ଗୋଟେ ୨ ମେଗାପିକ୍ସେଲର ମାଇକ୍ରୋ ସୁଟର ଏବଂ ୨ ମେଗାପିକ୍ସେଲା ଡେପ୍ଥ ସେନ୍ସର ଦିଆଯାଇଛି। ସେଲଫି ପାଇଁ ଫୋନର ଫ୍ରଣ୍ଟରେ ୧୩ ମେଗାପିକ୍ସେଲର କ୍ୟାମରୋ ରହିଛି।

ସବୁଠୁ ଖାସ୍ କଥା ହେଉଛି ଫୋନର ପାଓ୍ଵାର ଦେବା ପାଇଁ ଏଥିରେ ୫୦୦୦ ମାହ ବ୍ୟାଟେରୀ ଲଗାଯାଇଛି, ଯାହା ୩୩ ଓ୍ଵାଟ ଫାଷ୍ଟ ଚାର୍ଜିଂ ସପୋର୍ଟ କରିଥାଏ। କନେକ୍ଟିଭିଟି ପାଇଁ ଫୋନରେ 4G VoLTE, ଓ୍ଵାଇ-ଫାଇ, ବ୍ଲଟୁଥ ୫.୦, ଜିପିଏସ/ଏ-ଜିପିଏସ, ଇନଫୋରେଡ, ୟୁଏସବି ଟାଇପ୍ ସି ଏବଂ ୩.୫ଏମଏମ ହେଡଫୋନ୍ ଜ୍ୟାକ ଫିଚର ଦିଆଯାଇଛି।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 min ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

20 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

28 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

45 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago