ଶସ୍ତା ହେଲା Redmi Note 8 Pro, ଶୀଘ୍ର କିଣି ଅଫରର ଲାଭ ଉଠାନ୍ତୁ
ସାଓମୀ ନିକଟରେ ନିଜ ସ୍ମାର୍ଟଫୋନ Redmi Note 8 Proର ଦର ବୃଦ୍ଧି କରିଥିଲା । ଯେବେକି କମ୍ପାନୀ ନିଜ Redmi Note 8 Proର ଦର କିଛିଟା କମାଇ ଦେଇଛି । ଗ୍ରାହକ ମାନେ ଏହାକୁ ଏବେ ୧,୦୦୦ ଟଙ୍କାର ଛାଡ ସହିତ କିଣି ପାରିବେ । ଅବଶ୍ୟ ଏହି ଛାଡ କେବଳ ୬ ଯିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିୟାଣ୍ଟ ସହ କିଣିପାରିବେ ।
Redmi Note 8 Pro ପ୍ରର ନୂଆ ଦର ଓ ସ୍ପେସିଫିକେସନ :
କମ୍ପାନୀ ତରଫରୁ ଜାରି ହୋଇଥିବା ନୂଆ ଦର ଅନୁଯାୟୀ ଗ୍ରାହକ ମାନେ -ଏହି ଫୋନର ୬ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିୟାଣ୍ଟକୁ ୧,୦୦୦ ଟଙ୍କାର ଛାଡ ସହ ୧୩,୯୯୯ ଟଙ୍କାରେ କିଣି ପାରିବେ । ଯେବେକି ପୂର୍ବରୁ ଏହାର ଦର ୧୪,୯୯୯ ଟଙ୍କା ଥିଲା । ଯେବେକି ୬ ଜିବି + ୧୨୮ ଜିବି ଓ ୮ ଜିବି + ୧୨୮ ଜିବି ମଡେଲ ସହ କିଣି ପାରିବେ । ଯାହାର ଦର ପୂର୍ବରୁ ୧୫,୯୯୯ ଓ ୧୭,୯୯୯ ଟଙ୍କା ଥିଲା । ଅବଶ୍ୟ ଏବାବଦରେ ଆଉ ଅଧିକ କିଛି କୁହାଯାଇନାହିଁ ।
ଏହି ଫୋନରେ ଆଣ୍ଡ୍ରଏଡ଼ ପାଇ ୯.୦ ଆଧାରିତ ସହ କିଣି ପାରିବେ । ଏସବୁ ବାଦ ଏହି ଫୋନରେ ୬.୫୩ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସମେତ ୧୦୮୦ X ୨୩୪୦ ପିକସାଲ ସହ କିଣି ପାରିବେ । ଆଉ ମଧ୍ୟ ଏହି ଫୋନରେ ହିଲିୟୋ ଜି ୯୦ ଟି ପ୍ରୋସେସର ଅଛି । ଏଥିରେ ୮ ଜିବି ରାମ ମିଳିପାରିବ ଓ କୁଲିଙ୍ଗ ପାଇଁ ଲିକ୍ୱିଡ଼ କୁଲିଙ୍ଗର ସପୋର୍ଟ ବି ମିଳିପାରିବ ।
କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ୬୪ ମେଗାପିକସାଲର କ୍ୟାମେରା ମହଜୂତ ଅଛି । ଆହୁରି ମଧ୍ୟ ଏଥିରେ ଚାରି ଚାରିଟି ରିୟର କ୍ୟାମେରାର ବି ସୁବିଧା ଦିଆଯାଇଛି । ଯାହା ମଧ୍ୟରୁ ୬୪ ମେଗାପିକସାଲ, ୮ ମେଗାପିକସାଲ ବାଇଣ୍ଡ ଆଙ୍ଗଲ ଅନ୍ୟ ଦୁଇଟି ୨-୨ ମେଗାପିକସାଲ କ୍ୟାମେରା ବି ଉପଲବ୍ଧ ହେବ । ସେଲ୍ଫି ପାଇଁ ଏଥିରେ ୨୦ ମେଗାପିକସାଲ କ୍ୟାମେରା ସୁବିଧା ବି ଦିଆଯାଇଛି ।
ବ୍ୟାଟେରୀ ଦୃଷ୍ଟିରୁ ଦେଖିବାକୁ ଗଲେ ଏଥିରେ ୪୫୦୦ mAh ବ୍ୟାଟେରୀ ଦିଆଯାଇଛି । ଯାହା ଦ୍ୱାରା ଫାଷ୍ଟ ଚାରଜିଙ୍ଗର ସପୋର୍ଟ ମିଳିପାରିବ । ଏଥିପାଇଁ ୧୮ ବାଟର ଏକ ଫାଷ୍ଟ ଚାର୍ଜର ବି ଦିଆଯାଇଛି । ଏସବୁବାଦ ୟୁଏସବି ଟାଇପ -ସି ଚାରଜିଙ୍ଗର ପୋର୍ଟ ମିଳିପାରିବ । ଅଡିଓ ପାଇଁ ଏଥିରେ ୩.୫ ଏମଏମର ଏକ ହେଡ଼ଫୋନ ଜ୍ୟାକ ଓ ରିମୋଟ ପାଇଁ ଆଇଆର ବ୍ଲଷ୍ଟରର ବି ସପୋର୍ଟ ମିଳିପାରିବ ।