ଟେକ୍

ଜିଓର କମ ଦାମରେ ୯୦ ଦିନ ପର୍ଯ୍ୟନ୍ତ ମିଳୁଛି ବଢ଼ିଆ ଫାଇଦା, ଶୀଘ୍ର ଉଠାନ୍ତୁ ଫାଇଦା

ଆସିଲା ଜିିଓର ଧାମାକାଦାର ଅଫର। ନିଜ ୟୁଜର୍ସଙ୍କୁ ଖୁସି କରିବା ପାଇଁ ଜିଓ ସବୁବେଳେ ବଢ଼ିଆ ପ୍ଲାନ ଦେଇଥାଏ। ପ୍ୟାକ ମଧ୍ୟ ସେତିକି ମନଲୋଭା କରିଥାଏ। ଯାହାକୁ ଦେଖି ୟୁଜର୍ସ କନଫ୍ୟୁଜନ ରେ ପଡ଼ିବେ ନାହିଁ। ଏମିତିରେ ଏୟାରଟେଲ ଓ ଜିଓ ଉଭୟ ନିଜ ପ୍ରିୟ ୟୁଜର୍ସଙ୍କୁ ଖୁସି କରିବା ପାଇଁ ପ୍ଲାନରେ କିିଛି ପରିବର୍ତ୍ତନ କରିଥାଏ। ଆଜି ଆମେ ଜିଓର ଏଭଳି ଏକ ପ୍ୟାକ ସମ୍ପର୍କରେ କହିବୁ..

ଜିଓ ପାଖରେ ଏଭଳି ଦୁଇଟି ପ୍ଲାନ ରହିଛି , ଯାହାର ଦାମରେ ବଡ଼ ପାର୍ଥକ୍ୟ ନାହିଁ ସତ କିନ୍ତୁ ଏହି ଦୁଇ ପ୍ୟାକ ର ବେନିଫିଟ୍ସ ଅଲଗା ଅଲଗା ଥାଏ।

ଜିଓ ଏବେ ଗୋଟିଏ ପ୍ରାଇଜ ରେଞ୍ଜ ରେ ଦୁଇଟି ପ୍ରିପେଡ ପ୍ଲାନ ବାହାର କରିଛି। ୭୧୯ ଟଙ୍କାର ପ୍ଲାନ କମ୍ପାନୀ ର ପୁରୁଣା ପ୍ଳାନ। ଯାହାର ଘୋଷଣା ୨୦୨୧ ରେ କରାଯାଇଥିଲା। ଅଧିକାଂଶ ୟୁଜର ୭୧୯ ଟଙ୍କାର ପ୍ରିପେଡ ପ୍ଲାନ ସମ୍ପର୍କରେ ଜାଣିଛନ୍ତି। କିନ୍ତୁ ଏହା ଏବେ ୭୫୦ ଟଙ୍କା ପ୍ଳାନ ପୁରା ନୂଆ। ଏହା କମ୍ପାନୀ ଦ୍ୱାରା ସ୍ୱତନ୍ତ୍ରତା ଦିବସ ଅବସରରେ ବାହାରି ଥିଲା। ଯାହା ର ଅବଧି ମଧ୍ୟ କିଛି ସମୟ ପାଇଁ ରହିଛି। ଯଦି ଆପଣ ୭୫୦ ଟଙ୍କାର ଅଧିକ ବେନିଫିଟ୍ସ ପ୍ଳାନ ବାହାର କରୁଛନ୍ତି ତେବେ ଆପଣ ଆଉ ଡେରି କରନ୍ତୁ ନାହିଁ। ଦୁଇଟି ପ୍ୟାକରେ ମାତ୍ର ୩୧ ଟଙ୍କାର ଫରକ ରହିଛି। ଯେଉଁଥିରେ ଆପଣ ବହୁତ ଫାଇଦା ପାଇପାରିବେ।

ରିଲାଏନ୍ସ ଜିଓ ନିଜର ୭୫୦ ଟଙ୍କାର ପ୍ରିପେଡ ପ୍ଳାନ ୯୦ ଦିନ ର ବୈଧତା ସହ ଆଣିଛି। ଏହା ଦୁଇଟି ଭାଗରେ ଆସୁଛି। ପ୍ରଥମଟି ୭୪୯ ଟଙ୍କା ପ୍ଳାନ । ଅନ୍ୟଟି ୧ ଟଙ୍କା। ୭୪୯ ଟଙ୍କା ପ୍ଳାନରେ ୟୁଜର୍ସଙ୍କୁ ୯୦ ଦିନର ପ୍ଳାନ ସହ ଦୈନିକ ୨ ଜିବି ଡାଟା ମିିଳିବ। ଅନଲିମିଟେଡ ଭଏସ୍‌ କଲ ଓ ୧୦୦ ଏସଏମଏସ୍‌ ମିଳିବ। ଆଉ ୧ ଟଙ୍କା ପ୍ଲାନ ଏକ ଡାଟା ଭାଉଚର। ଯାହା Myjio ଆକାଉଣ୍ଟରେ ଜମା କରିବାକୁ ହେବ। ଏଥିରେ ୧୦୦ ଏମବି ଡାଟା ମିଳିବ। ଏହାସହ ଜିଓ ସିନେମା ଜିଓ କ୍ଲାଉଡ, ଜିଓ ଟିଭି ଓ ଜିଓ ସିକ୍ୟୁରିଟିର ଫାଇଦା ଉଠାଇପାରିବେ।

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

20 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

23 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

27 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

40 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

56 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago