କେବଳ ୧୦ ଟଙ୍କାରେ କରନ୍ତୁ ଭାଙ୍ଗିଥିବା ମୋବାଇଲକୁ ଠିକ୍

ଦୁନିଆ ଡ଼ିଜିଟାଲ ହେବା ସହ ବଢ଼ିଛି ଏନେଇ ସମସ୍ଯା । ଖାସକରି ଆନଡ଼୍ରୋଏଡ଼ ଫୋନ ମାନଙ୍କର ଡ଼ିସପ୍ଲେ ଭାଙ୍ଗିଯିବା। ଆନଡ଼୍ରୋଏଡ଼ ମୋବାଇଲ ଉପଭୋକ୍ତାଙ୍କ ପାଇଁ ବହୁ ଦୁଃଖର ବିଷୟ ସେତେବେଳେ ହୋଇଥାଏ ଯେତେବେଳେ ତାହାର ଡ଼ିସପ୍ଲେ ଭାଙ୍ଗି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ମାତ୍ର ୧୦ ଟଙ୍କାରେ କିପରି ସ୍ମାର୍ଟଫୋନର ଭାଙ୍ଗିଥିବା ଡ଼ିସପ୍ଲେକୁ  ଠିକ୍ କରିବେ ତାହା ବିଷୟରେ କହିବାକୁ ଯାଉଛୁ।

ଆପଣ ଜାଣିଛନ୍ତି କି, ୧୦ ଟଙ୍କାର ଟୁଥପେଷ୍ଟରେ ଆପଣ ଯେକୌଣସି ମୋବାଇଲର ଡ଼ିସପ୍ଲେକୁ ବିଲକୁଲ ନୂଆ କରିପାରିବେ। ଏଥିପାଇଁ ପ୍ରଥମେ ଟୁଥପେଷ୍ଟକୁ ମୋବାଇଲ ଡ଼ିସପ୍ଲେରେ ଲଗାନ୍ତୁ। ଏହାପରେ ଯେକୌଣସି ତୁଳାରେ ଏହାକୁ ଭଲଭାବେ ପୋଛି ଦିଅନ୍ତୁ। ପରେ ଆଉଏକ ସଫା କପଡ଼ାରେ ଏହାକୁ ଆଉଥରେ ପୋଛନ୍ତୁ ଦେଖିବେ ମୋବାଇଲର ଡ଼ିସପ୍ଲେ ପୁରା ନୂଆଭଳି ହୋଇଯିବ।

ନିଶ୍ଚିତ ପଢ଼ନ୍ତୁ: ସ୍ମାର୍ଟଫୋନ ବଜାରରେ ଲଞ୍ଚ ହେଲା ନୋକିଆର ଦୁଇଟି ଦମଦାର ଫୋନ, ଆସନ୍ତୁ ଜାଣିବା ଏହାର ଫିଚରର୍ସ ଏବଂ ମୂଲ୍ଯ

ଯଦି ଆପଣଙ୍କ ଫୋନର ଡ଼ିସପ୍ଲେ ପୁରା ଭାଙ୍ଗି ଯାଇଛି ତେବେ ମୋବାଇଲ ଉପରେ ଭଲ ଭାବେ ଟୁଥପେଷ୍ଟକୁ ଲଗାନ୍ତୁ । ଯେପରି ଫାଟିଥିବା ଡ଼ିସପ୍ଲେରେ ଟୁଥପେଷ୍ଟ ଭଲ ଭାବେ ଭର୍ତ୍ତି ହୋଇଯିବ। ଏହା ଦ୍ବାରା ଡ଼ିସପ୍ଲେଟି ଠିକ୍ ଦେଖାଯିବ ସହ ଯଦି ଏହାପରେ ମଧ୍ୟ ଆପଣଙ୍କ ଡ଼ିସପ୍ଲେ ଠିକ୍ ରହୁନି ତେବେ ତୁରନ୍ତ କଷ୍ଟମର କ୍ଯୟାରରେ ଜାଞ୍ଚ କରନ୍ତୁ।