ରିପବ୍ଲିକ ଡେ ସେଲ ଅଫର: ମାତ୍ର ୫୫୦ ଟଙ୍କାରେ ପାଇବେ ସାମସଙ୍ଗର 5G Smartphone
ରିପବ୍ଲିକ ଡେରେ ଆସିଲା ସ୍ମାର୍ଟଫୋନକୁ ନେଇ ଜବରଦସ୍ତ ଅଫର। ଶୀଘ୍ର ହିଁ ଏହାର ଫାଇଦା ଉଠାନ୍ତୁ । ପ୍ରତିଥର ଭଳି ଏଥର ମଧ୍ୟ ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ ଆଣିଛି ଦମଦାର ଅଫର। ରିପବ୍ଲିକ ଡେରେ ସାମସଙ୍ଗ ଫୋନକୁ ନେଇ ଏହି ନୂଆ ଅପଡେଟ ଆସିଛି। ଆଗକୁ ପଢ଼ନ୍ତୁ..
ସାମସଙ୍ଗର ୫ଜି ସ୍ମାର୍ଟଫୋନରେ ଆସିଛି ଧମାକାଦାର ଅଫର। ଏବେ ମାତ୍ର ୫୦୦ ଟଙ୍କାରେ ଆପଣଙ୍କୁ ସାମସଙ୍ଗର ଏହି ୫ଜି ସ୍ମାର୍ଟଫୋନ ମିଳିବ। ଯଦି ଆପଣ ଶସ୍ତାରେ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହାର ଫାଇଦା ଉଠାନ୍ତୁ। ଏବେ କମ୍ପାନୀ ତରଫରୁ ୨୪ ହଜାର ମଡେଲକୁ ମାତ୍ର ୫୪୯ ଟଙ୍କାରେ ଦିଆଯିବ। ଏହାପଛରେ କିଛି ସର୍ତ୍ତ ମଧ୍ୟ ଅଛି ଜାଣନ୍ତୁ ।
ସାମସଙ୍ଗ ଗାଲେକ୍ସି F42 5G 6GB RAM+128GBର ଷ୍ଟୋରେଜ ଭାରିଏଣ୍ଟର ପ୍ରାଇଜ ରହିଛି ୨୩,୯୯୯ ଟଙ୍କା। କିନ୍ତୁ ସେଲରେ ଏହା ଉପରେ ଭାରି ଛାଡ ମିଳିବ। ଏଥିରେ ୮ ହଜାର ଟଙ୍କା ଛାଡ ଦିଆଯିବ। ମାନେ ଫୋନ ୧୫,୯୯୯ ଟଙ୍କାରେ ମିିଳିବ। ଏହାପରେ ବ୍ୟାଙ୍କ ଏକ୍ସଚେଞ୍ଜ ଅଫର ଦେଉଛି। ଭଲ କଣ୍ଡିସନ ଥିବା ପୁରୁଣା ସ୍ମାର୍ଟଫୋନର ଏକ୍ସଚେଞ୍ଜରେ ଆପଣଙ୍କୁ ଦମଦାର ଅଫର ମିଳିବ। ମାନେ ମାତ୍ର ୫୪୯ ଟଙ୍କା ଦେଇ ଏହି ଫୋନକୁ କିଣିପାରିବେ। କେବଳ ବ୍ୟାଙ୍କ ଅଫର ସାହାଯ୍ୟରେ ୮୦୦ ଟଙ୍କା ଦେଇ ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇବେ। ଏହାପରେ ଫୋନର ଦାମ ୧୫,୧୯୯ ଟଙ୍କା ହେବ।