ଟେକ୍

Samsung Galaxy A32 ଭାରତରେ ହେଲା ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ଚଳିତ ବର୍ଷ ସାମସଙ୍ଗ ଅନେକ ନୂଆ ହ୍ଯାଣ୍ଡସେଟ୍ ଲଞ୍ଚ କରୁଛି। ଏହା ମଧ୍ୟରେ Samsung Galaxy A32 ଲଞ୍ଚ ହୋଇଛି। ତେବେ କମ୍ପାନୀ ଏହି ଫୋନରେ ଦମଦାର ଫିଚର୍ସ ଦେଉଛି। Samsung Galaxy A32 ସ୍ମାର୍ଟଫୋନରେ ୬୪ ମେଗା ପିକ୍ସେଲ କ୍ବାଡ କ୍ଯାମେରା ସହିତ ୯୦ ହର୍ଟସ ଡିସପ୍ଲେ ସହିତ ୫୦୦୦ mAh ବ୍ଯାଟେରୀ ମଧ୍ୟ ଦେଇଛି। ଏହା ସହିତ ଏହି ଫୋନର ୬ ଜିବି, ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ଦାମ୍ ୨୧,୯୯୯ ଟଙ୍କା ରହିଛି।

୬.୪ ଇଞ୍ଚ ଏଫଏଚଡି ପ୍ଲସ ଏସଅମଲୋଡ ସ୍କ୍ରିନ ଥିବା ଏହି ସ୍ମାର୍ଟଫୋନ ୪ଟି ରଙ୍ଗ ବ୍ଲାକ, ହ୍ବାଇଟ, ବ୍ଲୁ ଏବଂ ପରପଲରେ ମିଳିବ। ଫୋନକୁ ରିଟେଲ ଷ୍ଟୋର ଏବଂ ଅନଲାଇନରେ ମଧ୍ୟ କିଣିପାରିବେ। ଏହି ଫୋନକୁ ଏଚଡିଏଫସି ବ୍ଯାଙ୍କ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ, ଇଏମଆଇ ଟ୍ରାଞ୍ଜାକ୍ସନ ରୂପେ ୨ ହଜାର ଟଙ୍କାର କ୍ଯାଶବ୍ଯାକ ମିଳିବ। ଏଥିରେ ୬୪ ମେଗାପିକ୍ସେଲ କ୍ଯାମେରା ସହିତ, ୮ ଏମପି ଅଲ୍ଟ୍ରା ୱାଇଡ ଲେନ୍ସ ୧୨୩ ଡିଗ୍ରୀ ଫିଲ୍ଡ ଅଫ ଭ୍ଯୁ ଦେଇଥାଏ।

ଏହି ସ୍ମାର୍ଟଫୋନରେ ହାଇପରଲେନ୍ସ, ନାଇଟ ମୋଡ, ସ୍ଲୋ ମୋ, ପାନାରୋମା ଏବଂ ପ୍ରୋ ମୋଡ ସପୋର୍ଟ ରହିଥାଏ। ଯେଉଁଥିରେ ୨୦ ଏମପି ସେଲଫି କ୍ଯାମେରା ସୁବିଧା ମଧ୍ୟ ରହିଥାଏ। ଏଥିରେ ୨୦ ଘଣ୍ଟା ପର୍ଯ୍ଯନ୍ତ ଭିଡିଓ ପ୍ଲେ ବ୍ଯାକ୍, ୯୩ ଘଣ୍ଟା ମ୍ଯୁଜିକ ପ୍ଲେବ୍ଯାକ ଏବଂ ୧୯ ଘଣ୍ଟା ଇଣ୍ଟରନେଟ ସେବା ଦେଉଥିବା କମ୍ପାନୀ ଦାବି କରିଛି।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

45 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago