ଖୁବ ଶୀଘ୍ର ଭାରତୀୟ ବଜାରରେ ସାମସଙ୍ଗ ଏକ ଦମଦାର 5G ମୋବାଇଲ ଲଞ୍ଚ କରିବାକୁ ଯାଉଛି, ଯେଉଁଥିରେ ଆପଣ ୨୦୦ ମେଗାପିକ୍ସେଲ କ୍ୟାମେରା ସହିତ ଏକ ଦମଦାର ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିଂ ଫିଚର୍ସ ପାଇପାରିବେ । ତେବେ ଆସନ୍ତୁ ଏହି ମୋବାଇଲର ଫିଚର୍ସ ଏବଂ ଦାମ ବିଷୟରେ ସମସ୍ତ ଡିଟେଲ୍ସ ଜାଣିବା । ତେବେ ଏହି ଆଗାମୀ ଫୋନ ହେଉଛି ସାମସଙ୍ଗ ଗାଲାକ୍ସି A36 । ଏହି ସ୍ମାର୍ଟଫୋନରେ ୬. ୬ ଇଞ୍ଚ୍ ସୁପର AMOLED ଡିସପ୍ଲେ ସହିତ ୧୪୦Hzର ରିଫ୍ରେସ ରେଟ ମିଳିବାକୁ ଯାଉଛି ।
ଏହି ସ୍ମାର୍ଟଫୋନରେ ସୁପର AMOLED ଡିସପ୍ଲେରେ ଆପଣ 4K ଭିଡିଓ ମଧ୍ୟ ଦେଖିପାରିବ । ଏହା ସହିତ 1920 × 1280 ପିକ୍ସେଲ ରେଜୋଲୁସନ ଦିଆଯାଉଛି । SAMSUNGର ଏହି ଦମଦାର 5G ସ୍ମାର୍ଟଫୋନର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏଥିରେ ୬୧୦୦mAhର ଏକ ବଡ଼ ବ୍ୟାଟେରୀ ଯୋଗାଇ ଦିଆଯିବ । ଚାର୍ଜ କରିବା ପାଇଁ ୧୨୦ ୱାଟ ଚାର୍ଜର ମଧ୍ୟ ଦିଆଯିବ ଯାହା ଫୋନକୁ ମାତ୍ର ୧୮ ମିନିଟରେ ଫୁଲ୍ ଚାର୍ଜ କରିବ ଯାହାଦ୍ୱାରା ଆପଣ ଦିନସାରା ଅତି ସହଜରେ ଏହି ଫୋନ ବ୍ୟବହାର କରିପାରିବେ ।
ଏହି ଫୋନର କ୍ୟାମେରା ବିଷୟରେ କହିବାକୁ ଗଲେ, ଏହା ୨୦୦MP ରିୟର କ୍ୟାମେରା ସହିତ ୧୬MP ଅଲ୍ଟ୍ରା ୱାଇଡ୍ ମେଗାପିକ୍ସେଲ୍, ଅଲ୍ଟ୍ରା ୱାଇଡ୍ ୮MP ଡେପଥ୍ ସେନ୍ସର ଏବଂ ୩୨MPର ଫ୍ରଣ୍ଟ କ୍ୟାମେରା ସହିତ ଆପଣ ସହଜରେ 4K ଭିଡିଓ ରେକର୍ଡ କରିପାରିବେ ଏବଂ ଏହା 50x ପର୍ଯ୍ୟନ୍ତ ଜୁମ୍ ମଧ୍ୟ ହୋଇପାରିବ । ଏହି ମୋବାଇଲ୍ ତିନୋଟି ଭରିଆଣ୍ଟ ଯଥା: ୮GB RAM, ୧୨୮GB ଇଣ୍ଟରନାଲ ଷ୍ଟୋରେଜ, ୧୨GB RAM, ୨୫୬ ଇଣ୍ଟରନାଲ ଷ୍ଟୋରେଜ ଏବଂ ୧୬GB RAM ଏବଂ ୫୧୨GB ଇଣ୍ଟରନାଲ ଷ୍ଟୋରେଜରେ ଲଞ୍ଚ ହେବାକୁ ଯାଉଛି ।
ଏଥିରେ ଆପଣ ଦୁଇଟି ମେମୋରୀ କାର୍ଡ କିମ୍ବା ଦୁଇଟି ସିମ୍ କାର୍ଡ ବ୍ୟବହାର କରିପାରିବେ । ଏହି ଫୋନ୍ ୧୫୦୦୦ ରୁ ୨୦୦୦୦ ଟଙ୍କା ଭିତରେ ଲଞ୍ଚ କରାଯିବ ବୋଲି ଅନୁମାନ କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ ଏହି ମୋବାଇଲର ଦାମ ଏବଂ ଫିଚର୍ସ ଏପର୍ଯ୍ୟନ୍ତ ଅଫିସିଆଲ ଭାବରେ ଘୋଷଣା କରାଯାଇ ନାହିଁ । ତେବେ ଏହି ମୋବାଇଲ୍ ଚଳିତ ବର୍ଷ ଅଗଷ୍ଟରୁ ଅକ୍ଟୋବର ମାସ ଶେଷ ସୁଦ୍ଧା ଲଞ୍ଚ ହୋଇପାରେ ବୋଲି ସୂଚନା ରହିଛି ।