Android ଫୋନର ସବୁଠାରୁ ବଢ଼ିଆ ଟ୍ରିକ, କିଏ ଆପଣଙ୍କ ଫୋନରେ କଣ ଦେଖିଛି ଏହି କୋଡରେ ଲଗାନ୍ତୁ ପତ୍ତା

ସ୍ମାର୍ଟଫୋନ୍‌ ଆମ ଜୀବନର ଏକ ଏମିତି ଅଂଶ ବନିଯାଇଛି, ଯେଉଁଥିରେ ଅନେକ ଭଲ ଅଛି ତ ବହୁତ ଖରାପ ବି ରହିଛି। ଆମର ଅନେକ ରାଜ୍‌ ଆମ ସ୍ମାର୍ଟଫୋନ ଭିତରେ ହିଁ ରହିଛି। ନିଜର ପର୍ସନାଲ ଡିଟେଲ୍ସ ଲୁଚାଇବା ପାଇଁ ଆମେ ଏହାକୁ ପାସକୋଡ ଦେଇ ବି ସିକ୍ୟୁର ରଖନ୍ତି। କିନ୍ତୁ ପ୍ରାୟ ସମୟରେ ଆମର ସାଙ୍ଗ ମାନେ ଏବଂ ଫ୍ୟାମିଲୀ ମେମ୍ବର୍ସ ଆମର ଫୋନ୍‌ ନେଇ ୟୁଜ୍‌ କରନ୍ତି। ଆଉ କିଛି ଜଣ ତ ଲୁଚି ଲୁଚି ହିଁ ଫୋନକୁ ୟୁଜ୍‌ କରିବାକୁ ଲାଗନ୍ତି। ଏମିତିରେ ଆମେ ଚିନ୍ତାରେ ପଡିଯାନ୍ତି କି ସେ ଫୋନରେ କଣ କଣ ଦେଖିଛି। ତେବେ ଦର୍ଶକବନ୍ଧୁ ଏଥିପାଇଁ ଆଦୌ ବି ବ୍ୟସ୍ତ ହୁଅନ୍ତୁନାହିଁ। ଆପଣଙ୍କ ଏହି ଟେନସନର ସମାଧାନ ଜଣାଇବୁ। ଏକ ସିକ୍ରେଟ ଟ୍ରିକ ଜରିଆରେ ଆପଣ ଏହାର ପତ୍ତା ଲଗାଇପାରିବେ ଯେ ଆପଣଙ୍କ ଫୋନରେ ସିଏ କଣ କଣ ସବୁ ଦେଖିଛନ୍ତି।

ଆମେ ଆପଣଙ୍କୁ ଏକ କୋଡ୍‌ ବିଷୟରେ କହୁଛୁ। ଯେଉଁ କୋଡକୁ ଆପଣ ନିଜ ଫୋନରେ ଡାଏଲ କରିନିଅନ୍ତୁ। ଏହାପରେ ପତ୍ତା ଲଗାଇପାରିବେ ଯେ ସ୍ମାର୍ଟଫୋନରେ କେଉଁ କେଉଁ ସବୁ ଆପ୍‌ କେତେ ସମୟ ଧରି ଓପନ ରହିଥିଲା। ଖାସ୍‌ କଥା ହେଉଛି ଆପଣ ଏହି ଟ୍ରିକର ବ୍ୟବହାର କୌଣସି ବି ଆଣ୍ଡ୍ରଏଡ୍‌ ଫୋନରେ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

କଣ ସେହି Code ଆସନ୍ତୁ ଜାଣିବା

  • ଆପଣଙ୍କୁ ନିଜ ଫୋନରେ ##4636## ଡାଏଲ କରନ୍ତୁ।
  • ଡାଏଲ କରିବା ପରେ ହିଁ ଫୋନର ଏକ ସେଟିଙ୍ଗ ପେଜ୍‌ ଖୋଲିଯିବ।
  • ଏଠାରେ ତିନିଟି ଅପ୍ସନ phone information, Usage Statics, ଏବଂ Wifi informationଦେଖାଯିବ।
  • ଏଠାରେ ଆପଣଙ୍କୁ ସେକେଣ୍ଡ ନମ୍ବର ଅପ୍ସନ ଅର୍ଥାତ୍‌ Usage Statics ଉପରେ ଟ୍ୟାପ୍‌ କରିବାକୁ ହେବ।
  • ବାସ୍‌ ଏହାପରେ ଆପଣଙ୍କ ସାମ୍ନାରେ ଏକ ଲିଷ୍ଟ ଖୋଲିଯିବ।
  • ଏହି ଲିଷ୍ଟରେ ଲାଷ୍ଟ କିଛି ଘଣ୍ଟାର ବ୍ୟବହାର ହୋଇଥିବା ଆପ୍ସର ନାମ, ୟୁଜ୍‌ ସମୟ ଏବଂ ଡ୍ୟୁରେସନ୍‌ ସମ୍ପୂର୍ଣ୍ଣ ଡିଟେଲରେ ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.