Oneplus 8 ରୁ ଆରମ୍ଭ କରି iPhoneSE2 ପର୍ଯ୍ୟନ୍ତ, ଏପ୍ରିଲରେ ଲଞ୍ଚହେବାକୁ ଯାଉଛି ଏହିସବୁ ଧମାକେଦାର ଫୋନ୍‍

ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି କି ? ତେବେ ଏପ୍ରିଲରେ ଏମିତି କିଛି ନୂଆ ଫୋନ ଲଞ୍ଚ ହେବାକୁ ଯାଉଛି, ଯାହା ଆପଣଙ୍କ ମନକୁ ଖୁସି କରିଦେବ । ୨୦୨୦ ବର୍ଷ ଆରମ୍ଭ ହିଁ ସ୍ମାର୍ଟଫୋନ କମ୍ପାନୀ ବିଭିନ୍ନ ପ୍ରକାର ଫୋନ ଲଞ୍ଚ କରୁଛନ୍ତି । କିନ୍ତୁ ନିକଟରେ କରୋନା ଭାଇରସ ଯୋଗୁଁ ବଡବଡ ସ୍ମାର୍ଟଫୋନ ଲଞ୍ଚ ଇଭେଣ୍ଟ ରଦ୍ଦ ହେବାରେ ଲାଗିଛି । ନିକଟରେ ଆପଲ ଏବଂ ଓପୋ ପର୍ଯ୍ୟନ୍ତ ଅନେକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏହି ଲିଷ୍ଟରେ Oppo Reno Ace 2, OnePlus8, 8 Pro, iPhone SE 2020, Meizu 17, Honor Play 4T, Honor 30, Realme Narzo ଇତ୍ୟାଦି ନୂଆ ଫୋନ ଲଞ୍ଚ ହେବାକୁ ରହିଛି ।

oppo

ଏହିସବୁ ଫୋନଗୁଡିକରେ କ୍ୟାମେରା କ୍ୱାଲିଟି ଠାରୁ ଆରମ୍ଭ କରି ବ୍ୟାଟେରୀ କ୍ଷମତା ପର୍ଯ୍ୟନ୍ତ ସବୁକିଛି ଧମାକେଦାର ରହିଛି । ଏହିସବୁ ଫୋନ ଖୁବଶୀଘ୍ର ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.