ଟେକ୍

ଶସ୍ତାରେ ମିଳୁଛି ଏହି ଲାପଟପ୍‌, ବ୍ୟାଟେରୀ ଲାଇଫ ରହିଛି ଦମଦାର

ଯଦି ଆପଣ ଏକ ନୂଆ ଲାପଟପ୍ କିଣିବାକୁ ଚାହାଁନ୍ତି, ତେବେ ଆପଣ ଆମାଜନ ଗ୍ରେଟ୍ ସମର୍‌ ସେଲ୍‌ ଏବଂ ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ସେଲରେ ବମ୍ପର ଡିସକାଉଣ୍ଟର ଲାଭ ଉଠାଇ ପାରିବେ । ଡିସକାଉଣ୍ଟ ପରେ ମହଙ୍ଗା ଲାପଟପ୍ ମଡେଲଗୁଡିକ ୩୦ ହଜାର ଟଙ୍କାରୁ ବି ଶସ୍ତାରେ ବିକ୍ରି ହେଉଛି । ଆସନ୍ତୁ ଜାଣିବା ଏହି ଲାପଟପ୍ ମଡେଲଗୁଡିକରେ କେଉଁ ଫିଚର ଦିଆଯାଇଛି ।

Infinix Inbook Y2 Plus : କମ୍‌ ବଜେଟରେ ଆସୁଥିବା ଏହି ଲାପଟପରେ ୧୬ GB RAM, ୫୧୨ GB SSD ଷ୍ଟୋରେଜ୍, ୬୫ ୱାଟ ଟାଇପ୍-ସି ଫାଷ୍ଟ ଚାର୍ଜିଂ, ୧୫.୬ ଇଞ୍ଚର ଡିସପ୍ଲେ, ବ୍ୟାକଲିଟ୍ କିବୋର୍ଡ୍ ଏବଂ ୬୦ ମିନିଟରେ ୭୫ ପ୍ରତିଶତ ଚାର୍ଜ ଭଳି ଫିଚର ରହିଛି ।

Infinix Inbook Y2 Plus : ଏହି ଇନଫିନିକ୍ସ ଲାପଟପ୍ରେ ୪୯ ପ୍ରତିଶତ ଡିସକାଉଣ୍ଟ ପରେ ଫ୍ଲିପକାର୍ଟ ସେଲରେ ୨୭,୯୯୦ ଟଙ୍କାରେ ବିକ୍ରି ହେଉଛି ।

Tecno Megabook T1: ଏହି ଲାପଟପ୍ ରେ ୫୧୨ GB SSD ଷ୍ଟୋରେଜ୍, ୧୫.୬ ଇଞ୍ଚର ଡିସପ୍ଳେ, ୮ GB RAM ଷ୍ଟୋରେଜ୍‌, ଇଣ୍ଟେଲ କୋର i3 ପ୍ରୋସେସର ଏବଂ ୧୭.୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ଭଳି ଅନେକ ଫିଚର ଦିଆଯାଇଛି ।

Tecno Megabook T1 : ଏହି ଟେକ୍ନୋ ବ୍ରାଣ୍ଡ ଲାପଟପ୍ ୫୨ ପ୍ରତିଶତ ଡିସକାଉଣ୍ଟ ପରେ ଆମାଜନ ସେଲ୍‌ ରେ ମାତ୍ର ୨୩,୯୯୦ ଟଙ୍କାରେ ମିଳୁଛି ।

ZEBRONICS Pro Series Y : ଇଣ୍ଟେଲ କୋର i5 ପ୍ରୋସେସର ସହିତ ଆସୁଥିବା ଏହି ଲାପଟପ୍ ଫ୍ଲିପକାର୍ଟ ଏବଂ ଆମାଜନ ସେଲରେ ୫୦ ପ୍ରତିଶତ ଡିସକାଉଣ୍ଟ ସହିତ ବିକ୍ରି ହେଉଛି । ବମ୍ପର ଡିସକାଉଣ୍ଟ ପରେ ଆପଣ ଏହି ଲାପଟପ୍ କୁ ୨୫,୯୯୦ ଟଙ୍କାରେ କିଣି ପାରିବେ । ଏହି ଲାପଟପରେ ୧୬ GB RAM, ୫୧୨ GB SSD, ୱିଣ୍ଡୋଜ୍ 11 ହୋମ୍, ଇଣ୍ଟେଲ କୋର i5 ପ୍ରୋସେସର, ସେଫ୍ଟି ପାଇଁ ଫିଙ୍ଗର ପ୍ରିଣ୍ଟ ସେନ୍ସର, ୧୫.୬ ଇଞ୍ଚ ସ୍କ୍ରିନ, ୬୫ ୱାଟ ଫାଷ୍ଟ ଚାର୍ଜିଂ ଏବଂ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ଦିଆଯାଇଛି ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago