ଦୀପାବଳି ପୂର୍ବରୁ ଗ୍ରାହକଙ୍କ ପାଇଁ ଦମ୍ଦାର ଅଫର ଆଣିଛି ଏୟାରଟେଲ୍। ଏୟାରଟେଲର ଏହି ଅଫରରେ ଅନେକ ସ୍ମାର୍ଟଫୋନ୍ ଉପରେ ୬୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ମିଳୁଛି। ଯେଉଁ ଗ୍ରାହକ ୧୨ ହଜାର ଟଙ୍କା ମୂଲ୍ୟର ସ୍ମାର୍ଟଫୋନ୍ କିଣିବେ ସେମାନଙ୍କୁ ଏହି ଅଫର ଅନୁସାରେ ଏୟାରଟେଲ୍ ୬୦୦୦ ଟଙ୍କାର ଆକର୍ଷଣୀୟ କ୍ୟାସ୍ବ୍ୟାକ୍ ଦେଉଛି। ତେବେ କେବଳ କ୍ୟାସ୍ବ୍ୟାକ୍ ନୁହେଁ, ଏହି ପ୍ରୋଗ୍ରାମ୍ରେ ଅଂଶଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରେ ୧୫୦ଟି ସ୍ମାର୍ଟଫୋନ୍ର ଥରେ ସ୍କ୍ରିନ୍ ଫାଟିଲେ ମାଗଣାରେ ସ୍କ୍ରିନ୍ ରିପ୍ଲେସ୍ମେଣ୍ଟ ସୁବିଧା ମଧ୍ୟ ମିଳିବ। ଏହି ଅଫର ବିଷୟରେ ଅଧିକ ସୂଚନା ପାଇଁ ଆପଣ https://www.airtel.in/4g-upgrade ଉପରେ କ୍ଲିକ୍ କରନ୍ତୁ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ମାର୍ଟଫୋନ୍ରେ ଏୟାରଟେଲ୍ ୬୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଦେଉଛି…
ବର୍ତ୍ତମାନ ଦାମ୍-୯,୪୪୯ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୩,୪୪୯ ଟଙ୍କା
ବର୍ତ୍ତମାନ ଦାମ୍-୧୦,୯୯୦ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ- ୪,୯୯୦ ଟଙ୍କା
ବର୍ତ୍ତମାନ ଦାମ୍-୭,୬୯୯ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୧,୬୯୯ ଟଙ୍କା
ବର୍ତ୍ତମାନ ଦାମ୍-୧୦,୯୦୦ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୪,୯୦୦ ଟଙ୍କା
ବର୍ତ୍ତମାନ ଦାମ୍-୯,୮୯୦ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୩,୮୯୦ ଟଙ୍କା
ବର୍ତ୍ତମାନ ଦାମ୍-୮,୯୯୯ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୨,୯୯୯ ଟଙ୍କା
ବର୍ତ୍ତମାନ ଦାମ୍-୯,୬୯୯ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୩,୬୯୯ ଟଙ୍କା
ବର୍ତ୍ତମାନ ଦାମ୍-୯,୯୯୯ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୩,୯୯୯ ଟଙ୍କା
ବର୍ତ୍ତମାନ ଦାମ୍-୧୦,୪୯୮ ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୪,୪୯୮ଟଙ୍କା
ବର୍ତ୍ତମାନ ଦାମ୍-୯,୯୯୯ଟଙ୍କା
ଏୟାରଟେଲ କ୍ୟାସ୍ବ୍ୟାକ୍ ଅଫରରେ ମୂଲ୍ୟ-୩,୯୯୯ଟଙ୍କା
ପ୍ରଥମେ ଆପଣଙ୍କୁ ଉପରେ ଦିଆଯାଇଥିବା ତାଲିକା ମଧ୍ୟରୁ ଗୋଟିଏ ଫୋନ୍ କିଣିବାକୁ ପଡ଼ିବ। ଏହା ପରେ ଫୋନ୍ କିଣିବାର ପ୍ରଥମ ୩୦ ଦିନରେ ୨୪୯ କିମ୍ବା ତା’ଠାରୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ହେବ। ଏହି ରିଚାର୍ଜ ଆସନ୍ତା ୩୬ ମାସ ଯାଏଁ ଲଗାତାର କରିବାକୁ ହେବ। ୧୮ ମାସ ପରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କୁ ୨୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ମିଳିଯିବ। ଏହା ପରେ ଆପଣଙ୍କୁ ଆସନ୍ତା ୧୮ ମାସରେ ବାକି ୪୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ମିଳିଯିବ। ଏହିଭଳି ଭାବେ ମୋଟ୍ ୩୬ ମାସରେ ଆପଣଙ୍କୁ ୬୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ମିଳିବ।
ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ବର ତମାଣ୍ଡୋ…
ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…
ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…
ପୁରୀ (କେନ୍ୟୁଜ): ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…
ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…