5000mAH ବ୍ୟାଟେରୀ ବିଶିଷ୍ଟ vivo Z1pro ଫୋନ ଦର ୧୦୦୦ ଟଙ୍କା କମିଲା

vivo Z1pro  ଫୋନର ୬.୫୩ ଇଞ୍ଚର ଫୁଲ ଏଚଡ଼ି ଡ଼ିସ୍ପ୍ଲେ ଅଛି । ଏହା ସହ ଏହାର ସ୍କ୍ରିନର ରିଜୋଲୁସନ ୨୩୪୦ x ୧୦୮୦ ପିକ୍ସେଲ ଅଛି । ଏହା ସହ ଏହି ଫୋନ ଟିରେ ପାଞ୍ଚ ହୋଲ ଡ଼ିସ୍ପ୍ଲେର ସୁବିଧା ଦିଆଯାଇଛି । ଏଥିରେ କଳକ୍ରମର ସ୍ନେପ ଡ୍ର।ଗନର ୭୧୨ ପ୍ରୋସେସର ପରି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ଅଛି । ଭାରତରେ ଏପର୍ଯ୍ୟନ୍ତ ଏହି ସୁବିଧା ଥିବା vivo Z1 ଫୋନହିଁ ଲଞ୍ଚ ହୋଇଛି । ଏହି ପ୍ରୋସେସର ମାଧ୍ୟମରେ ଆପଣ ୪K ଏଚଡ଼ି ଅଲଟ୍ରା ଭିଡିଓ ମଧ୍ୟ ରେକର୍ଡ କରିପାରିବେ । ଫୋନରେ ମଲ୍ଟି ଟରବୋ, ଏଏଇ ଟରବୋ, କୁଲିଙ୍ଗ ଟରବୋ ପରି ସୁବିଧା ମଧ୍ୟ ମିଳି ପାରିବ ।

vivo

ଗ୍ରାଫିକ୍ସ ପାଇଁ ଏଥିରେ ଆପଣଙ୍କୁ ଇଣ୍ଡ୍ରନ ୬୧୬ ଜିପିୟୁର ସୁବିଧା ମିଳିପାରିବ । ଏଥିରେ ୪ ଯିବି/୬ ଯିବିର RAM , ୬୪ ଯିବି /୧୨୮ ଯିବିର ଷ୍ଟୋରେଜ ଦିଆଯାଇଛି । ଏହି ଫୋନଟି ମୋଟ ରୂପରେ ୩ଟି ଭେରିୟାଣ୍ଟରେ ମିଳିପାରିବ । ଏଥିରେ ଟ୍ରିପଲ ରିୟାର କ୍ୟାମେରା ସେଟ ଅପ ଦିଆଯାଇଛି । ଏହା ଭିତରୁ ଗୋଟେ କ୍ୟାମେରା ୧୬ ମେଗା ପିକସାଲର ହୋଇଥିବା ବେଳେ ଅନ୍ୟଟି ୮ ମେଗା ପିକସାଲର । ୩ୟ କ୍ୟାମେରା ଟି ୨ ମେଗା ପିକସାଲର । ଏହା ସହ ଏହି ଫୋନରେ ୩୨ ମେଗା ପିକସାଲ ଫ୍ରଣ୍ଟ କ୍ୟାମେରା ମିଳିପାରିବ । କ୍ୟାମେରା ସହ ଆପଣଙ୍କୁ HDR ଓ AI ସୁପର କ୍ୟାମେରାର ଫାସିଲିଟି ମିଳିଯାଇପାରିବ ।

ଏହା ସହ ପଢନ୍ତୁ: Google Pay ଆଣିଲା ନୂଆ ସିକ୍ୟୁରିଟୀ ଫିଚର, ଏଣିକି ଫେସ୍ ରିକଗ୍ନିସନ୍‌ ଏବଂ ଫିଙ୍ଗରପ୍ରିଣ୍ଟ ଦ୍ୱାରା କରିପାରିବେ ପେମେଣ୍ଟ

ଏଥିରେ ୫୦୦୦mAH ବିଶିଷ୍ଠ ବ୍ୟାଟେରୀ ଯାହା ଫାଷ୍ଟ ଚାରଜିଙ୍ଗକୁ ସପୋର୍ଟ କରିବ । ଫୋନ ସହ ୧୮ ବୋଲ୍ଟର ଫାଷ୍ଟ ଚାର୍ଜର ମଧ୍ୟ ମିଳି ଯାଇପାରିବ । ଏହି ଫୋନ ସୋନିକ ବ୍ଲୁ, ସୋନିକ ବ୍ଲାକ, ମିରର ବ୍ଲାକ ରଙ୍ଗରେ ମିଳିପାରିବ । ଏହା ସହ ଫୋନରେ ୪ ଜି ଭୋଲଟି, ବ୍ଲୁ ଟୁଥ, ୱାଇ ଫାଇ, ଜିପିଏସ ମାଇକ୍ରୋ ୟୁଏସବି ପୋର୍ଟ ୩.୫ ଏମଏମର ସୁବିଧା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.