ଟେକ୍

ଜଲ୍‌ଦି ହିଁ ଆଉ ଏକ ଅପ୍‌ଡେଟ ଆଣୁଛି ହ୍ଵାଟସ୍‌ଆପ, ହାଇ କ୍ୱାଲିଟି ଫଟୋ ପଠାଇଲେ ହେବନି ଖରାପ

ହ୍ଵାଟସ୍‌ଆପ ନିଜ ୟୁଜରମାନଙ୍କ ପାଇଁ ଏବେ ଏକ ନୂଆ ଫିଚର ନେଇକି ଆସୁଛି, ଯାହା ଅଧୀନରେ ୟୁଜରମାନେ ହାଇ ରିଜୋଲ୍ୟୁଶନ ଫଟୋ ପଠାଇ ପାରିବେ ଏବଂ ତାହା କୌଣସି ବି ପ୍ରକାର ଖରାପ ହେବ ନାହିଁ। ଏହି ଫିଚରରୁ ୟୁଜରମାନଙ୍କୁ ଫଟୋକୁ ନେଇ ବେଶ୍‌ ସହାୟତା ମିଳିପାରିବ। ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ।

WABetaInfoର ରିପୋର୍ଟ ମୁତାବକ, ହ୍ଵାଟସ୍‌ଆପ ନିଜ Android ଫୋନ୍‌ ୟୁଜରମାନଙ୍କ ପାଇଁ ଏହି ଫିଚର ଆଣିଛି। ହ୍ଵାଟସ୍‌ଆପ ବୀଟା ଭର୍ସନ 2.21.14.6ରେ ଏମିତି ଏକ ଫିଚର ଆସୁଛି, ଯାହାକି ଭିଡିଓ କ୍ୱାଲିଟିକୁ ଖରାପ ହେବାଠୁ ବଞ୍ଚାଇଥାଏ। ଏଥିରେ ୟୁଜରମାନେ ହାଇ କ୍ୱାଲିଟି ଇମେଜ ଏବଂ ଭିଡିଓ ସେଣ୍ଡ କରିପାରିବେ, କିନ୍ତୁ କ୍ୱାଲିଟି ଆଦୌ ଖରାପ ହେବ ନାହିଁ।

ରିପୋର୍ଟ ଅନୁସାରେ, ଲାଟେଷ୍ଟ ଭର୍ସନରେ ଭିଡିଓ ଏବଂ ଫଟୋ ଅପଲୋଡ୍‌ କମ୍ପ୍ରେଶନକୁ ତୟ କରିବା ପାଇଁ ୩ ବିକଳ୍ପ ମିଳିବ। ତାହା ହେଉଛି Auto, Best quality ଏବଂ Data saver।

ଫୋନ୍‌ରେ ସ୍ଲୋ ଡେଟା କନେକ୍ସନ ହେଲେ Auto ଅପଶନ ଭିଡିଓକୁ କମ୍ପ୍ରେସ୍‌ଡ ଫାଇଲ ଫର୍ମାଟରେ ହିଁ ପଠାଇବ। Data saver ଅପଶନ ସେହି ୟୁଜରମାନଙ୍କ ପାଇଁ ରହିଛି, ଯେଉଁମାନେ ଅନ୍ୟ ୟୁଜରଙ୍କୁ ଭିଡିଓ ପଠାଇବାକୁ ଚାହୁଁଛନ୍ତି, କିନ୍ତୁ ନିଜର ସମସ୍ତ ମାସିକ ଡେଟା ସାରିବାକୁ ଚାହୁଁ ନାହାନ୍ତି। Best quality ଜରିଆରେ ୟୁଜରମାନେ ନିଜ କ୍ୱାଲିଟି କମ୍‌ ନ କରି ଏବଂ ବିନା ଫାଇଲ ଫର୍ମାଟରେ ଗ୍ୟାଲେରୀରୁ କୌଣସି ବି ଭିଡିଓ ସିଧା ପଠାଇ ପାରିବେ। ଯଦିଓ ଏହି ପ୍ରକ୍ରିୟାରେ ଅଧିକ ଟାଇମ୍‌ ଲାଗିପାରେ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

6 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

49 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

57 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago