ଟେକ୍

ଗୃପ ଆଡମିନଙ୍କୁ ମିଳିଲା ଏହି ସ୍ୱତନ୍ତ୍ର କ୍ଷମତା, ଆସିଲା ହ୍ଵାଟ୍ସଆପର ନୂଆ ଫିଚର

ହ୍ଵାଟସଆପ୍‌ ଏବେ ଏକ ଏମିତି ଫିଚର ଉପରେ କାମ କରୁଛି ଯେଉଁଟା ଆସିବା ପରେ ହ୍ଵାଟ୍ସଆପ୍‌ ଗ୍ରୁପର ଆଡମିନ୍‌ ଗ୍ରୁପର ସମସ୍ତ ମେମ୍ବରଙ୍କ ମେସେଜକୁ ଡିଲିଟ୍‌ କରିପାରିବେ। ନୂଆ ଫିଚରକୁ ବୀଟା ଭର୍ସନରେ ଦେଖାଯାଇଛି। ହ୍ଵାଟ୍ସଆପର ଏହି ଅପକମିଙ୍ଗ ଫିଚରକୁ ମୋଡରେସନ୍‌ ନାମ ଦିଆଯାଇଛି। ଟେଲିଗ୍ରାମରେ ଏହି ଫିଚର ପୂର୍ବରୁ ହିଁ ମହଜୁଦ ରହିଛି। କିନ୍ତୁ ହ୍ଵାଟ୍ସଆପ୍‌ ଏବେ ପର୍ଯ୍ୟନ୍ତ ଏହି ଫିଚର ବିଷୟରେ ଖୋଲାଖୋଲି ଭାବେ ସୂଚନା ଦେଇନାହିଁ। ଯଦିଓ ନୂଆ ଫିଚରର ଟେଷ୍ଟିଙ୍ଗ୍‌ ଆଣ୍ଡ୍ରଏଡ ଏବଂ ଆଇଓଏସର ବୀଟା ଭର୍ସନରେ ହେଉଛି।

ହ୍ଵାଟ୍ସଆପର ଫିଚରକୁ ଟ୍ରାକ୍‌ କରିବା ପାଇଁ WABetaInfo ନୂଆ ଫିଚରର ସ୍କ୍ରୀନସଟ୍‌ ମଧ୍ୟ ସେୟାର କରିଛି। ଯେଉଁଥିରେ ନୂଆ ଫିଚରକୁ ବିଷୟରେ ସୂଚନା ଦିଆଯାଇଛି। ସ୍କ୍ରୀନଶଟରେ ଦେଖିବାକୁ ମିଳୁଛି ଯେ ଗୋଟେ ମେସେଜକୁ ଡିଲିଟ୍‌ କରିବା ପରେ “This was deleted by an admin, WABetaInfo” ଲେଖା ହୋଇଛି। ଏହି ଫିଚର ଟେଲିଗ୍ରାମରେ ମଧ୍ୟ ରହିଛି କିନ୍ତୁ ମେସେଜ୍‌ ଡିଲିଟ୍‌ କରାଯିବା ପରେ ଏହିପରି ଭାବେ ମେସେଜ୍‌ ଆଉ ଦେଖାଯିବନାହିଁ।

ଅପକମିଙ୍ଗ୍‌ ଫିଚର ହ୍ଵାଟ୍ସଆପ୍‌ ଗ୍ରୁପ୍‌ ପାଇଁ ଏକ ପାଓ୍ଵାରଫୁଲ ଟୁଲ ପ୍ରମାଣିତ ହେବ। ଫେକ ନ୍ୟୁଜକୁ ଲଗାମ କରିବା ପାଇଁ ଏହା ବହୁତ ମାତ୍ରାରେ ସାହାଯ୍ୟ କରିବ। ଏହାପୂର୍ବରୁ ବମ୍ବେ ଏବଂ ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି କଥାକୁ ଚିନ୍ତା ପ୍ରକଟ କରିସାରିଛନ୍ତି ଯେ ହ୍ଵାଟ୍ସଆପ ଗ୍ରୁପ ଆଡମିନଙ୍କ ପାଖରେ ମେମ୍ବରଙ୍କ ମେସେଜକୁ ଡିଲିଟ୍‌ କରିବାର ଅଧିକାର ନାହିଁ।

ଗ୍ରୁପ୍‌ ଆଡମିନଙ୍କ ପାଖରେ ଅନ୍ୟ ସଦସ୍ୟଙ୍କ ମେସେଜକୁ ସମସ୍ତଙ୍କ ପାଇଁ ଡିଲିଟ୍‌ କରିବାର ବିକଳ୍ପ ନାହିଁ। କେବଳ ମେମ୍ବର ହିଁ ନିଜର ମେସେଜକୁ ଡିଲିଟ୍‌ ଫର ଏଭି୍ରଓ୍ଵାନ୍‌ କରିପାରିବେ। ଏଥିପାଇଁ ୪,୦୯୬ ସେକେଣ୍ଡ ଅର୍ଥାତ୍‌ ଗୋଟେ ଘଣ୍ଟା, ଆଠ ମିନିଟ ଏବଂ ୧୬ ସେକେଣ୍ଡର ହିଁ ଟାଇମ୍‌ ଲିମିଟ୍‌ ରହିଛି।

Pritiparna

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

4 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

30 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago