ଟେକ୍

ହ୍ଵାଟ୍ସଆପରେ ଆସୁଛି ଏହି ୫ ଫିଚର୍ସ, ବଦଳି ଯିବ ବହୁତ କିଛି

ହ୍ଵାଟ୍ସଆପ ବିଟା ପ୍ଲାଟଫର୍ମରେ କେତେକ ନୂଆ ଫିଚର୍ସ ପରୀକ୍ଷା ଚାଲିଛି । ଯାହା ଖୁବ ଶୀଘ୍ର ହ୍ଵାଟ୍ସଆପରେ ସଂଯୋଗ କରାଯିବ । ହ୍ଵାଟ୍ସଆପ ଟ୍ରାକ୍‌ କରୁଥିବା େଓ୍ଵବସାଇଟ WABetaInfo ଏହି ସୂଚନା ଦେଇଛି । ଆସନ୍ତୁ ଜାଣିବା କ’ଣ ସେହି ଫିଚର୍ସ ।

Screenshot Blocking :

ହ୍ଵାଟ୍ସଆପ ଏପରି ଏକ ଫିଚର୍ସ ଉପରେ କାମ କରୁଛି,ଯାହା ଆସିବା ପରେ ଚାର୍ଟ ଓ ଫଟୋର ସ୍କ୍ରିନସର୍ଟ ନେଇ ହେବ ନାହିଁ । ଏପରି କି ସ୍କ୍ରିନ ରେକଡିଂ ବି ନେଇ ହେବ ନାହିଁ ।

Clickable Links :

ହ୍ଵାଟ୍ସଆପରେ ଷ୍ଟାଟସ ଫିଚର୍ସ ବହୁତ ସୁନ୍ଦର । ୟୁଜର୍ସ ଏହି ଫିଚର୍ସ ଜରିଆରେ ଫଟୋ, ଭଡିଓ ଓ ଟେକ୍‌ଷ୍ଟ ସେୟାର କରିପାରିବେ । ଏଡି ସହ ଜଡିତ ଏକ ଫିଚର୍ସ ଖୁବ ଶୀଘ୍ର ଲଞ୍ଚ କରାଯିବ । ଏହାପରେ ୟୁଜର୍ସ ଷ୍ଟାଟସ ଭାବେ କୌଣସି ବି େଓ୍ଵବସାଇଟର URL ସେୟାର କରିପାରିବେ । ଯାହାକୁ ଭ୍ୟୁୟର୍ସ ଗୋଟିଏ କ୍ଲିକରେ ଖୋଲି ପାରିବେ ।

SIDEBAR :

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଡେକ୍ସଟପ ଭର୍ଜନରେ ଖୁବ ଶୀଘ୍ର ସାଇଡବାର ଯୋଡିବାକୁ ଯୋଜନା କରୁଛି । ଯାହାଦ୍ୱାରା ୟୁଜର୍ସ କମ୍ପ୍ୟୁଟର ଓ ଲାପଟପରେ ତାଙ୍କର ଫୋନ ଟେକ୍‌ଷ୍ଟ ଦ୍ୱାରା ସେୟାର କରାଯାଇଥିବା ଷ୍ଟାଟସ ଦେଖି ପାରିବେ ।

WhatsApp Avatars:

ହ୍ଵାଟ୍ସଆପ ନିଜର ୟୁଜର୍ସଙ୍କ ପାଇଁ ଖାସ ଫିଚର୍ସ ଆଣିବା ପାଇଁ ଯୋଜନା କରୁଛି । ଯେଉଁଥିରେ ୟୁଜର୍ସ ନିଜର ଇମେଜ ତିଆରି କରି ପାରିବ ଓ ଏହାକୁ ଷ୍ଟିକର ଭାବେ ସେୟାର ବି କରିପାରିବ ।

WhatsApp Premium :

କମ୍ପାନୀ ପ୍ରିମିୟମ୍‌ ସବକ୍ରିପସନ ଉପରେ ମଧ୍ୟ କାମ କରୁଛି । ଏଥିରେ ୟୁଜର୍ସକୁ କଷ୍ଟମ ବିଜିନେସ ଲିଙ୍କ ସହ ଏକ ସଂଗରେ ଫୋନରେ ୩ରୁ ଅଧିକ ଏକାଉଣ୍ଟ ଅପରେଟ କରିପାରିବ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago