ଟେକ୍

ଆସିଗଲା whatsappର ନୂଆ ଫିଚର, ଏବେ ଆଉ ବିନା ଫିଙ୍ଗରପ୍ରିଣ୍ଟରେ ହେବନି ଲଗଇନ୍

ପପୁଲାର ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଏକ ନୂଆ ଫିଚର ଆଣିଛି । ୟୁଜର୍ସଙ୍କୁ ନିରାପତ୍ତାକୁ ଧ୍ୟାନରେ ରଖି ହ୍ୱାଟ୍ସାଆପରେ ଏବେ ଫେସ୍ ବା ବାୟୋମେଟ୍ରିକ୍ ସ୍କାନିଂ ଫିଚର ରହିବ । ୱେବ୍ ହ୍ୱାଟ୍ସଆପ୍ ଭର୍ସନରେ ଫିଙ୍ଗରଫ୍ରିଣ୍ଟର ସିକ୍ଯୁରିଟ ମିଳିଯିବ । ଅର୍ଥାତ୍ କମ୍ପ୍ୟୁଟରରେ ଏବେ ଆପଣଙ୍କ ବ୍ୟତୀତ ଆଉ କେହି ଆପଣଙ୍କ ହ୍ୱାଟ୍ସଆପ୍ କନେକ୍ଟ କରିପାରିବେନି ।

କମ୍ପ୍ଯୁଟରରେ କେମିତି କନେକ୍ଟ ହେବ ହ୍ବାଟସଆପ୍ :

ଏପର୍ଯ୍ୟନ୍ତ ୱେବ୍ ହ୍ୱାଟ୍ସଆପ୍ ଜରିଆରେ ସିଧା QR କୋଡ୍ ସ୍କାନ୍ କରି କମ୍ପ୍ୟୁଟରରେ କନେକ୍ଟ ହୋଇଯାଉଥିଲା । କିନ୍ତୁ ଏବେ ଏମିତି ହେବନି । କ୍ୟୁଆର୍ କୋଡ୍ ସ୍କାନ୍ କରିବା ପୂର୍ବରୁ ପ୍ରଥମେ ଫିଙ୍ଗରପ୍ରିଣ୍ଟ ଜରିଆରେ ଫୋନକୁ ଅନଲକ୍ କରିବାକୁ ହେବ । ଏହା ବ୍ୟତୀତ ଫେସ୍ ସ୍କାନର ଅପ୍ସନ ମଧ୍ୟ ରହିବ । ଏହି ଫିଚର ୟୁଜର୍ସଙ୍କ ପ୍ରାଇଭେସି ଓ ସିକ୍ଯୁରିଟିକୁ ନେଇ ପ୍ରସ୍ତୁତ କରାଯାଇଛି । ଏହା ପରେ ୟୁଜର୍ସଙ୍କ ସୂଚନା ବିନା ଅନ୍ୟ କେହି ୱେବ୍ ହ୍ୱାଟ୍ସଆପର ନୂଆ ସିଜନ କ୍ରିଏଟ୍ କରିପାରିବନି ।

ୱେବ୍ ହ୍ୱାଟ୍ସଆପରେ ଲଗିନ୍ କରିବାର ଏହି ପ୍ରକ୍ରିୟା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବା ସହିତ ଅଧିକ ସ୍ପିଡ୍ ମଧ୍ୟ । ଏହା ବ୍ୟତୀତ ୱେବ୍ ହ୍ୱାଟ୍ସଆପର ଡିଜାଇନ୍ ମଧ୍ୟ ବଦଳିଯାଇଥିବା ନଜର ଆସିଛି।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

3 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

6 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

7 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

7 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

7 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

7 hours ago