Categories: ଟେକ୍

ମାତ୍ର ଏତିକି ଟଙ୍କା ଦେଇ କରିପାରିବେ ସ୍ମାର୍ଟଫୋନ ଡିସପ୍ଲେର ବୀମା, ଭାଙ୍ଗିଲେ ମିଳିବ ୧୨,୦୦୦ ଟଙ୍କା

ଯଦି ଆପଣ ମଧ୍ୟ ସେହି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କ ଫୋନ ବାରମ୍ବାର ହାତରୁ ଖସିପଡେ ଏବଂ ସ୍କ୍ରୀନ ଭାଙ୍ଗଯିବାର ଚିନ୍ତା ରହିଥାଏ ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ଆପଣ ନିଜ ଫୋନର ବୀମା କରାଇପାରିବେ। ଭାରତରେ ଏହି ସୁବିଧା ଗୋ ଡିଜିଟ ଜେନେରାଲ ଇନସୁରାନ୍ସ ନାମକ ଏହି କମ୍ପାନୀ ଦେଉଛି। ଜଣାଇବାକୁ ଚାହିଁବୁ ଯେ ଏହି କମ୍ପାନୀ ନୂଆ ଫୋନ ପାଇଁ ବୀମାର ସୁବିଧା ପୂର୍ବରୁ ହିଁ ଦେଇଥିଲା କିନ୍ତୁ ଏବେ କମ୍ପାନୀ ପୁରୁଣା ସ୍ମାର୍ଟଫୋନ ପାଇଁ ମଧ୍ୟ ଇନସୁରାନ୍ସ ସୁବିଧା ଉପସ୍ଥାପନା କରିଛି।

ଖାସ୍ କଥା ଏହା ହେଉଛି ଏହି କମ୍ପାନୀ ଏକ ସଫ୍ଟୱେୟାର ଜରି ଆରେ ଆପଣଙ୍କ ଫୋନର ରିମୋର୍ଟ ଆକସେସ୍ ନେବ ଏବଂବୀମାର କ୍ଲେମ୍ ମଧ୍ୟ ଅନଲାଇନ୍ ହିଁ ମିଳିବ। ଏହାସହିତ ଇନସୁରାନ୍ସ ଦେବା ପୂର୍ବରୁ କମ୍ପାନୀ ନିଜର ସଫ୍ଟୱେୟାରରୁ ଏହା ମଧ୍ୟ ଯାଞ୍ଚ କରିପାରିବ ଯେ ଆପଣଙ୍କ ଫୋନର ଡିସପ୍ଲେ ପୂର୍ବରୁ ହିଁ ଖରାପ ନାହିଁ ତ।

ନିଜ ସଫ୍ଟୱେୟାର ଜରିଆରେ କମ୍ପାନୀ ଆପଣଙ୍କ ଫୋନର କମ୍ପାନୀ, ଆଇଏମଆଇ ନମ୍ବର ଏବଂ ମଡେଲ ସମ୍ବନ୍ଧୀୟ ସୂଚନା ବିଷୟରେ ଯାଞ୍ଚ କରିବ।

ଏହା ସହ ପଢ଼ନ୍ତୁ : ଆପଣଙ୍କ ସ୍ମାର୍ଟଫୋନକୁ କରନ୍ତୁ ଆହୁରି ସ୍ମାର୍ଟ, ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

 

ରିପୋର୍ଟ ଅନୁଯାୟୀ ନିଜ ପୁରୁଣା ଫୋନର ସ୍କ୍ରୀନ ପାଇଁ ଇନସୁରାନ୍ସ ନେବା ପାଇଁ ଆପଣଙ୍କୁ ପ୍ରାୟ ୧,୭୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏହାପରେ ଯଦି ଆପଣଙ୍କ ଫୋନର ସ୍କ୍ରୀନ ଭାଙ୍ଗିଯାଏ ଏବଂ ଆଉ ଅଧିକ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆସିଥାଏ ତେବେ କମ୍ପାନୀ ଆପଣଙ୍କୁ ୧୨,୦୦୦ ଟଙ୍କା ଫେରସ୍ତ ଦେବ। ଏହା ପରେ ଆପଣ ସେହି ଟଙ୍କାରେ ନିଜ ଫୋନର ଡିସପ୍ଲେ ବଦଳାଇପାରିବେ କିମ୍ବା ନୂଆ ଫୋନ ନେଇପାରିବେ।

Pritiparna

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

15 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

21 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

35 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago