ପିକଅପ୍ ଭ୍ୟାନ୍ ସହ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ
ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ବଡ଼ ସଫଳତା । ୧୦କ୍ୱିଣ୍ଟାଲ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ ନାକା ଗେଟ୍ ରେ ଯାନ ବାହନ ଯାଞ୍ଚ ବେଳେ ଏକ ପିକ୍ ଅପ୍ ଭ୍ୟାନ୍ ସହ ୧୦କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ବ ହେବ । ଉକ୍ତ ଗଞ୍ଜେଇ ଗଜପତିରୁ ଗଞ୍ଜାମକୁ ଚାଲାଣ ହେଉଥିଲା । ଗଞ୍ଜେଇ ଚାଲାଣ ଅଭିଯୋଗରେ…
Read More...