ବର୍ଥ ଡେ ପାର୍ଟିରେ ଆଲୁ ଅର୍ଜୁନ ରାମ ଚରଣଙ୍କ ସହ ‘ନାଟୁ ନାଟୁ’ ସଙ୍ଗରେ କଲେ ଡ୍ୟାନ୍ସ, ଭାଇରାଲ ହେଉଛି ଫଟୋ
ରାମ ଚରଣ ତାଙ୍କ ପରିବାର ଏବଂ ‘ପୁଷ୍ପା ୨’ର ଅଭିନେତା ଅଲୁ ଅର୍ଜୁନଙ୍କ ସହ ବର୍ଥ ଡେ ପାର୍ରିରେ ମଜା କରୁଥିବା ଦେଖିବାକୁ ମିଳିଥିଲେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଲୁ ଅର୍ଜୁନ ତାଙ୍କ କଜନ୍ ବ୍ରଦର ରାମ ଚରଣଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଉଭୟ ଆଲୁ ଅର୍ଜୁନ ଏବଂ ରାମ ଚରଣ ସେମାନଙ୍କ ଅପ୍କମିଂ ଫିଲ୍ମ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହା ସହ ଆପଣମାନେ ତ ଜାଣିଥବେ, ଯେ…
Read More...