ହେବ କି ବର୍ଷା-ଅନୁଭବ ଫାଇଟ୍ !
ଭୁବନେଶ୍ୱର(କେନ୍ୟୁଜ୍): ହେବ କି ବର୍ଷା-ଅନୁଭବ ଫାଇଟ୍ । ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ତାଙ୍କୁ ଏଯାଏ ଦଳ କେଉଁଠୁ ପ୍ରାର୍ଥୀ କରି ନାହିଁ । ଆଜି ବର୍ଷା ପ୍ରିୟଦର୍ଶିନୀ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି । ବିଜେଡିରେ ମିଶିବା ପରେ ବର୍ଷା ପ୍ରିୟଦର୍ଶିନୀ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ନବୀନ…
Read More...