ମୁହଁକୁ ଲଙ୍କାଗୁଣ୍ଡ ଫୋପାଡି ବର ପାଖରୁ କନିଆଁକୁ ଭିଡିନେଲେ ପରିବାର ଲୋକେ
ବିବାହ ମଣ୍ଡପରେ ବର ପାଖରୁ କନିଆଁକୁ ଭିଡିନେଲେ ପରିବାର ଲୋକେ । ଆଉ ଯିଏ ଅଟକାଇବାକୁ ଚେଷ୍ଟା କରିଥିଲେ ତାଙ୍କ ଉପରକୁ ଛାଟି ଦେଉଥିଲେ ଲଙ୍କାଗୁଣ୍ଡ । ଆଉ ମାତ୍ର କେଇ ମିନିଟରେ ବିବାହ ମଣ୍ଡପ ପାଲଟିଗଲା କୁରୁକ୍ଷେତ୍ର । ହଁ ଆଜ୍ଞା ପ୍ରେମ ବିବାହକୁ ନାପସନ୍ଦ କରୁଥିଲେ କନ୍ୟା ପରିବାର। ବିବାହ ଭୋଜିରେ ତାଣ୍ତବ ରଚିଲେ। ଭୋଜିରୁ ଝିଅକୁ ଅପହରଣ କରିବାକୁ ଉଦ୍ୟମ କଲେ। ବାଟରେ ଯିଏ ବି ଆସିଲା ତାଙ୍କୁ ପାନେ ଦେଲେ। ଭୋଜିରୁ କନ୍ୟାକୁ…
Read More...