ଆଜିଠୁ ‘କେଜ୍ରିଓ୍ଵାଲଙ୍କୁ ଆଶୀର୍ବାଦ’ ଅଭିଯାନ, ପତ୍ନୀ ସୁନୀତା ଜାରି କଲେ WhatsApp ନମ୍ବର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜିଠାରୁ ଆରମ୍ଭ କରିଛନ୍ତି ‘କେଜ୍ରିଓ୍ଵାଲଙ୍କୁ ଆଶୀର୍ବାଦ’ ଅଭିଯାନ । ସୁନୀତା କହିଛନ୍ତି ଯେ ‘ଅରବିନ୍ଦ କେଜ୍ରିଓ୍ଵାଲ କୋର୍ଟଙ୍କ ସମ୍ମୁଖରେ ଯାହା କିଛି କହିଛନ୍ତି, ସେଥିପାଇଁ ବହୁତ ସାହସ ଦରକାର । ଗତ ୩୦ ବର୍ଷ ଧରି ମୁଁ ତାଙ୍କ ସହିତ ଅଛି’ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୁନୀତା ତାଙ୍କ ସ୍ୱାମୀଙ୍କୁ ବାର୍ତ୍ତା ପଠାଇବା ପାଇଁ ଏକ…
Read More...