ଘରର ଏହି ଦିଗରେ ପାର୍କ କରନ୍ତୁ କାର, ଚମକିବ ଆପଣଙ୍କ ଭାଗ୍ୟ
ଗାଡ଼ି ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ବାସ୍ତୁ ଶାସ୍ତ୍ରରେ ଗାଡ଼ି ପାର୍କିଂ ପାଇଁ ଅନେକ ନିୟମ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଟିପ୍ସ ରହିଛି ଯାହାକୁ ମାନିବା ଦ୍ୱାରା ଆପଣ ଭବିଷ୍ୟତରେ ହେବାକୁ ଥିବା ଦୁର୍ଘଟଣାରୁ ବର୍ତ୍ତିପାରିବେ । ତେବେ ଆସନ୍ତୁ ଜାଣିବା କାର ପାର୍କିଂର ବାସ୍ତୁ ଟିପ୍ସ ।
ଘରେ କାର କିମ୍ବା ସ୍କୁଟର ପାର୍କିଂ କରିବା ପୂର୍ବରୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ ।…
Read More...