ବିଶ୍ୱ ପୁସ୍ତକ ଦିବସ ୨୦୨୪
ବାଲୁଗାଁ(କେନ୍ୟୁଜ): ବିଶ୍ୱ ପୁସ୍ତକ ଦିବସ ୨୦୨୪ । ଗତକାଲି ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର "ସାହିତ୍ୟ ସିନ୍ଦୁରା "ପ୍ରାୟୋଜିତ ପରିଡା ପାଠାଗାର ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ଆଲୋଚନା ଚକ୍ର ପାଳନ ହୋଇଯାଇଛି । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ପରେ ମା' ଭଗବତୀ ଓ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ଅତିଥି…
Read More...