ରାଜସ୍ଥାନ: ପୋଲିସ ଜିପ୍ ଉପରେ ଓଲଟି ପଡ଼ିଲା ଦ୍ରୁତଗାମୀ ଟ୍ରେଲର୍, ୩ ପୋଲିସ କର୍ମୀଙ୍କ ଶୋଚନୀୟ ମୃତ୍ୟୁ
ରାଜସ୍ଥାନର ସିକର୍ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଓଭରଲୋଡ୍ ଟ୍ରେଲର ଭାରସାମ୍ୟ ହରାଇ ପୋଲିସ ଗାଡ଼ି ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୩ ପୋଲିସ କର୍ମୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ୩ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ସେମାନଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବିଷୟରେ…
Read More...