IIM ଛାତ୍ରମାନଙ୍କ ଅଭିନବ ପ୍ରୟାସ, ତିଆରି କଲେଏୟାର୍ କଣ୍ଡିସନ୍ ହେଲ୍ମେଟ୍
ଦିନକୁ ଦିନ ଅସହ୍ୟ ହେଉଛି ତାତି । ରୌଦ୍ରଙ୍କ ଉତ୍ତାପ ସମଗ୍ର ଦେଶବାସୀଙ୍କୁ କଲବଲ କରୁଛି । ଟକମକ୍ ତାତିରେ ଫୁଟୁଛି ସାରା ଦେଶ । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଛୁଇଁଥିବା ବେଳେ ଏନେଇ ଲୋକେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ତେବେ ଏହି ଖରା ସମସ୍ତଙ୍କୁ ଅସୁବିଧାରେ ପକାଉଥିବା ବେଳେ ଯେଉଁ ବ୍ୟକ୍ତିମାନେ ଦିନ ସାରା ବାହାରେ ରହୁଛନ୍ତି ସେ ଏହି ଖରାରେ ଭାଜି ହୋଇଯାଉଛନ୍ତି ।…
Read More...