ଘରର ନିଅଁ ଖୋଳୁ ଖୋଳୁ ବାହାରିଲା ଧଳା ମଚ ମଚ ଶଙ୍ଖ, ଲୋକେ ତାଜୁବ
ଯାଜପୁର(କେନ୍ୟୁଜ): ନୂଆ ଘର ତିଆରି ପାଇଁ ଖୋଳା ଚାଲିଥିଲା ନିଅଁ । ଆଉ ସେହି ନିଅଁ ଗାତ ଖୋଳୁ ଖୋଳୁ ବାହାରିଲା ଧଳା ମଚ ମଚ ଶଙ୍ଖ । କଣ ଶୁଣିକି ଟିକେ ଚକିତ ହୋଇଗଲେ ନା । ତେବେ କେବଳ ଶଙ୍ଖ ନୁହେଁ ମାଠିଆ, ଖପରା ମଧ୍ୟ ବାହାରୁଛି ସେହି ଗାତ ଭିତରୁ । ତା ସହ ଖୋଳା ହୋଇଥିବା ନିଅଁ ଭିତରେ ବଡ଼ ବଡ଼ ଗାତ ଥିବା ଦେଖିବାକୁ ମିଳୁଛି । ଯାହା ଦେଖି ପରିବାର ଲୋକେ ଏକଦମ୍ ତାଜୁବ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା…
Read More...