ହରିୟାଣା : ଭଉଣୀର ପ୍ରେମ ବିବାହକୁ ସହିପାରିଲେନି ଭାଇ, ଭିଣେଇକୁ ମାରିଦେଲେ
ହରିୟାଣାର ଯମୁନାନଗରରେ ଅନରକିଲିଂ ଘଟଣା । ଭଉଣୀର ପ୍ରେମ ବିବାହକୁ ସହିପାରିଲେନି ଭାଇ । ଆଉ ରାଗରେ ଭିଣେଇକୁ ହାଣିଦେଲେ । ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ ହୋଇଛନ୍ତି । ମୃତକଙ୍କ ନାମ ଅଭିଷେକ ବୋଲି ଜଣାପଡିଛି ।
ଖବର ମୁତାବକ, ମୃତ ଅଭିଷେକ ଏବଂ ରିଷୁ ପରସ୍ପରକୁ ଭଲ ପାଉଥିଲେ । ଉଭୟ ଏକ ବର୍ଷ ପୂର୍ବେ ବିବାହ କରିଥିଲେ । ହେଲେ ଏମାନଙ୍କ ବିବାହକୁ ପରିବାର ଲୋକେ ବିରୋଧ କରୁଥିଲେ…
Read More...