ସିରିଆରେ ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ୍, ୩୬ ଯବାନଙ୍କ ମୃତ୍ୟୁ; ଅନେକ ଆହତ
ମଧ୍ୟ ପୂର୍ବ (ମିଡିଲ୍ ଇଷ୍ଟ୍)ରେ ପୁଣି ଥରେ ପରିସ୍ଥିତି ତିକ୍ତ ହେବାରେ ଲାଗିଛି । ଇସ୍ରାଏଲ ଶୁକ୍ରବାର ସିରିଆରେ ଏୟାର ଷ୍ଟ୍ରାଇକ୍ କରିଛି । ନ୍ୟୁଜ୍ ଏଜେନ୍ସି AFPର ରିପୋର୍ଟରୁ ଜଣାପଡ଼ିଛି ଯେ ଅଲେପ୍ପୋ ସହର ନିକଟରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ସିରିଆ ସେନାର ୩୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ।
ସେନା କହିଛି ଯେ ଏହି ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି…
Read More...