ବିଜୟଙ୍କ ହାତରେ କ୍ଷତ ଚିହ୍ନ, ଭାଇରାଲ ଫଟୋକୁ ନେଇ ଚିନ୍ତାରେ ଫ୍ୟାନ୍ସ
ଭାଇରାଲ ହେଉଛି ଥାଲାପତି ବିଜୟଙ୍କ ଆହତ ସମୟର ଫଟୋ । ଯେଉଁଥିରେ ଜଣାପଡିଛି ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି ।
କହିବାକୁ ଚାହିଁବୁ ଯେ ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ ‘ଦି…
Read More...