ଆରମ୍ଭ ହୋଇଛି ପ୍ରସିଦ୍ଧ ଦାଣ୍ଡଯାତ୍ରା, ବର୍ଷକରେ ଥରେ ଦାଣ୍ଡକୁ ଆସନ୍ତି ଠାକୁର
ଓଡିଶା ପ୍ରସିଦ୍ଧ ହେଉଛି ଦାଣ୍ଡଯାତ୍ରା, ଏହି ଯାତ୍ରା ଶ୍ରୀ ରଘୁନାଥ ଜୀୟୁ ଠାକୁର ବିଭାନରେ ମନ୍ଦିରରୁ ପଦାକୁ ଆସିଥାନ୍ତି । ବର୍ଷ କରେ ଥରେ ଠାକୁର ଦାଣ୍ଡରେ ଭୋଗ ଖାଇଥାନ୍ତି । ଏହି ଯାତ୍ରାରେ ଠାକୁରଙ୍କ ବିଭାନ ଗଲା ବେଳେ ବଜ଼ା ବାଣ ସହିତ ଘଣ୍ଟର ତଳେ ତଳେ ଠାକୁର ଯାଇଥାନ୍ତି । ରଘୁନାଥଙ୍କର ପ୍ରିୟ ହୋଇଥାଏ ବାଣ, ସେଥିପାଇଁ ଏହି ଦିନ ଅନେକ ବାଣ ଫୁଟାଯାଏ । ଏହି ଦାଣ୍ଡ ଯାତ୍ରାରେ ପ୍ରାୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ…
Read More...