ପାଟନା ହୋଟେଲରେ ଲାଗିଲା ଭୟଙ୍କର ନିଆଁ, ୬ ଜୀବନ୍ତ ଦଗ୍ଧ; ପୋଡ଼ି ହୋଇ ୨୦ ଗୁରୁତର
ବିହାରର ରାଜଧାନୀ ପାଟନାରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ରେଳ ଜଙ୍କସନ ନିକଟସ୍ଥ ଏକ ହୋଟେଲରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ପୋଡ଼ି ହୋଇ ଆହତ ହୋଇଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖ ବିଲ୍ଡିଂ ମଧ୍ୟ ଏହା ସଂସ୍ପର୍ଶରେ ଆସିଯାଇଥିଲା ।
ଖବର ମୁତାବକ, ଷ୍ଟେସନ ରୋଡ୍ ନିକଟସ୍ଥ ପାଲ୍ ହୋଟେଲରେ ହଠାତ୍ ନିଆଁ ଲାଗିଥିଲା । ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ…
Read More...