ମାଫିଆ ଡନ୍ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୟୁପିରେ ୧୪୪ ଧାରା; ହତ୍ୟା ଅଭିଯୋଗ ଆଣିଲେ ପୁଅ
ଉତ୍ତର ପ୍ରଦେଶରେ ମାଫିଆ ଡନ୍ରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି । ତେବେ ଅନସାରୀଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ‘ସ୍ଲୋ ପଏଜନ୍’ ଦେଇ ହତ୍ୟା କରାଯାଇଛି ।
ଏହି ଘଟଣାରେ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ହେବ । ତିନି ଜଣିଆ ଟିମ୍ ତଦନ୍ତ କରିବେ । ୨ ଜଣ ଡାକ୍ତରଙ୍କ ଏକ ପ୍ୟାନେଲ ମୃତଦେହର ପୋଷ୍ଟମର୍ଟମ କରିବେ । ବ୍ୟବଚ୍ଛେଦର…
Read More...