Odisha News

ଆସନ୍ତାକାଲି ଓଡ଼ିଶା କନେଲ ହବ୍‌ ଲେକ୍‌ଚର ସିରିଜର ଇଣ୍ଡିଆନ ସ୍ପୋର୍ଟସ ଅନ ଇନସାଇଡର୍‌ସ ପର୍ସପେକ୍ଟିଭ ଶୀର୍ଷକରେ ଉଦବୋଧନ ଦେବେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ

ଭୁବନେଶ୍ବର: ପ୍ରଶାସନିକ ଅଧିକାରୀଙ୍କୁ ଉଦବୋଧନ ଦେବେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ। ଓଡ଼ିଶା କନେଲ ହବ୍‌ ଲେକ୍‌ଚର ସିରିଜର ଇଣ୍ଡିଆନ ସ୍ପୋର୍ଟସ- ଅନ ଇନସାଇଡର୍‌ସ ପର୍ସପେକ୍ଟିଭ ଶୀର୍ଷକରେ କୁମ୍ବଲରେ ଉଦ୍‌ବୋଧନ ଦେବେ। ଆସନ୍ତାକାଲି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହା ଆୟୋଜିତ ହେବ। ବିଗତ କିଛି ବର୍ଷ ଧରି ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବାରୁ କୁମ୍ବଲେଙ୍କ ଲେକଚର ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

Loading...

Leave A Reply

Your email address will not be published.