କାଲିଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ, ଏଥର ୨୮ଟି ବିଧାନସଭା ଆସନ ମଧ୍ୟରୁ ୮ଟିରେ ହେବ ହେଭିୱେଟ୍ ଲଢେଇ
ଭୁବନେଶ୍ୱର (କେନ୍ୟୁଜ୍): ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି। ବ୍ରହ୍ମପୁର, ନବରଙ୍ଗପୁର, କୋରପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ହେବ ନିର୍ବାଚନ । ଗତକାଲି ଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ । ବ୍ରହ୍ମପୁର ଲୋକସଭା ଆସନରେ ଲଢୁଛନ୍ତି ବିଜେଡିରୁ ଭୃଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସର ରଶ୍ମିରଞ୍ଜନ ପଟ୍ଟନାୟକ। ସେହିପରି କଳାହାଣ୍ଡି ଲୋକସଭା…
Read More...