ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧିଲେ ଏୟାର କୁଲିଙ୍ଗ ହେଲମେଟ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧିଲେ ଏୟାର କୁଲିଙ୍ଗ ହେଲମେଟ । ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ଟ୍ରାଫିକ କନଷ୍ଟେବଳଙ୍କ ପାଇଁ ଏୟାର କୁଲିଂ ହେଲମେଟ। ପାରଦ ଉପରମୁହାଁ ହୋଇଥିବା ବେଳେ ଟ୍ରାଫିକ କନଷ୍ଟେବଳଙ୍କ ପାଇଁ କାମ କରିବା କଷ୍ଟକର ହେଉଛି।
ଏହି ସ୍ୱତନ୍ତ୍ର ହେଲମେଟ ଯୋଗୁ ତାପମାତ୍ରା ୮ ରୁ ୧0 ଡିଗ୍ରୀ କମ ହୋଇ ପାରୁଛି । ଫଳରେ ସମସ୍ତ ଟ୍ରାଫିକ କର୍ମଚାରୀମାନେ ପ୍ରଚଣ୍ତ ଖରାରୁ ନିସ୍ତାର…
Read More...