ସୁନ୍ଦରଗଡ଼ର ଆଉ ୨ଟି ସ୍ଥାନ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା‌

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଆଉ ୨ଟି ସ୍ଥାନ କଣ୍ଟେନ୍‌ମେଣ୍ଟ ଜୋନ୍‌ । ବାଲିଶଙ୍କରା ବ୍ଲକର ୨ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ମୁରକିଆ ଓ ବନଡେଗା ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି ।

ମୁରକିଆରୁ ୨୪ ଜଣ ଓ ବନଡେଗାରୁ ୩୨ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହୋଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ବଳବତ୍ତର ରହିବ ।

Leave A Reply

Your email address will not be published.