ଲେମ୍ବୁର ଦାମ ଶୁଣିଲେ ଉଡିଯିବ ହୋସ, ସୌଭାଗ୍ୟର ପ୍ରତିକ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ
ଲକ୍ଷେ ଟଙ୍କିଆ ଲେମ୍ବୁ । ୯ ଟି ଲେମ୍ବୁର ଦାମ ୨ ଲକ୍ଷ ୩୬ ହଜାର ଟଙ୍କା । ତାମିଲନାଡ଼ୁର ବିଲୁପୁରମ ଜିଲ୍ଲାର ଏକ ମନ୍ଦିରରେ ନିଲାମ ହେଲା । ବିଲୁପୁରମ ମୁରୁଗା ମନ୍ଦିରରେ ଏକ ୭ ଦିନିଆ ଉତ୍ସବ ଅବସରରେ ୯ଟି ଲେମ୍ବୁ ୨ ଲକ୍ଷ ୩୬ ହଜାର ଟଙ୍କାରେ ନିଲାମ ହୋଇଛି । ଦେବତାଙ୍କ ପାଖରେ ପୂଜା ହୋଇଥାଏ ଏହି ଲେମ୍ବୁ । ବିଶ୍ୱାସ ରହିଛି ଏହି ଲେମ୍ବୁ ଖାଇଲେ ନିସନ୍ତାନ ସନ୍ତାନପ୍ରାପ୍ତି ହୁଅନ୍ତି । ମନ୍ଦିରର ଏହି ୭ ଦିନିଆ ଉତ୍ସବ ଅବସରରେ…
Read More...