ଲଞ୍ଚ ହେଲା Realme Narzo 70 Pro 5G ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ଦାମ୍
Realme ନିଜ ଗ୍ରାହକମାନଙ୍କ ପାଇଁ ଏକ ନୂଆ ମିଡ୍ ରେଞ୍ଜ୍ ଫୋନ୍ Realme Narzo 70 Pro 5G ଲଞ୍ଚ କରିଛି । ଏହି ଲାଟେଷ୍ଟ ଫୋନରେ ଆପଣ ୬୫ ପ୍ରତିଶତ କମ୍ ବ୍ଲୋଟୱେୟାର ଆପ୍ ଦେଖିବାକୁ ପାଇବେ । ବ୍ଲୋଟୱେୟାର ଆପ୍ସ ହେଉଛି ସେହି ଆପ୍ ଯାହା ଫୋନରେ ପୂର୍ବରୁ ଥାଏ । ଅର୍ଥାତ ଏହି ଆପ୍ ଗୁଡ଼ିକ କମ୍ପାନୀ ଦ୍ୱାରା ଫୋନରେ ପ୍ରି-ଇନଷ୍ଟଲ୍ ହୋଇଥାଏ ।
ଫିଚର ବିଷୟରେ କହିବାକୁ ଗଲେ ଏହି ଫୋନରେ କ୍ରିଏଟିଭ୍ ଏୟାର ଗେଷ୍ଚର୍ କଣ୍ଟ୍ରୋଲ୍…
Read More...