ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡ଼ିହା ଗାଁ ରେ ପୁତୁରାର ତୀର ମାଡ଼ରେ ବଡବାପା ଗୁରୁତର ଆହତ ହୋଇଛନ୍ତି। ମୁରଲୀ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତୀର ମାଡ଼ କରିଥିଲା। ତୀରଟି ମୁରଲୀଙ୍କ ପେଟରେ ସମ୍ପୂର୍ଣ୍ଣ ରୂପେ ଗଳି ଯାଇଥିବା ଦେଖିବାକୁ ମିଳିଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଛି। ତୀରମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୁତୁରା ବୋଧିଆ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
Trending
- ମୋହନା : ସାମାନ୍ୟ ବଚସାରୁ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା
- ପୁରୀ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଦିରସ୍ତ
- କୋରାପୁଟ: ବୈପାରିଗୁଡା କାଂଦୁଲୁବେଡ଼l ଗାଁ ପୋଖରୀରୁ ୪ ଫୁଟର କୁମ୍ଭୀର ଉଦ୍ଧାର
- ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ, ବିଧାୟକ ପ୍ରତାପ ଦେବଙ୍କୁ ଅବଜରଭର୍ ଦାୟିତ୍ୱ
- ଗଞ୍ଜାମ ରମ୍ଭା ରାସ୍ତାରେ ଚକା ଫାଟି କାର୍ ଦୁର୍ଘଟଣା, ଜଣେ ମୃତ
- ଛତିଶଗଡ଼ ସୁକମାରେ ମାଓବାଦୀ ଖଞ୍ଜିଥିଲେ ୧୦ କେଜିର ଲ୍ୟାଣ୍ଡମାଇନ୍, ପଣ୍ଡ ହେଲା ଯୋଜନା
- ଜଗତସିଂହପୁର: ଫେଲ୍ ମାରିଲା ବ୍ୟାଙ୍କ ଡକାୟତି ଉଦ୍ୟମ, ଶେଷରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
- ରାଜ୍ଯରେ ଆଜି ୧୧୩ କରୋନା ପଜିଟିଭ୍ ଚିହ୍ନଟ
- ଚୌଦ୍ୱାର ନେଳିଗ୍ରାମରେ ପିଲା ଚୋରକୁ କାବୁ କଲେ ଗ୍ରାମବାସୀ, ଦେଲେ ଉତ୍ତମ ମଧ୍ଯମ
- ଦିଲ୍ଲୀରେ ଭୂକମ୍ପ ଝଟକା