Sabuthi Sabubele Hata Muthare Khabar

ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ୪୫ ଦିନ ପାଇଁ ସ୍ଥାନାନ୍ତର କରିବାକୁ BMC ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ। ସାମାଜିକ ଦୂରତ୍ୱ ପାଇଁ ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାମାରୀ କରୋନା ପାଇଁ ୪୫ ଦିନ ହାଟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଜନଗହଳି ହେଉଥିବାରୁ BMC ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତୁରନ୍ତ ସ୍ଥାନାନ୍ତର ପାଇଁ ବ୍ୟବସାୟୀଙ୍କୁ BMC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ସାମୟିକ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.