ଭାରତରେ ମିଳିଲା ସବୁଠାରୁ ବଡ଼ ନାଗର ଜୀବାସ୍ମ, ୫୦ ଫୁଟର ଥିଲା ଶରୀର
ଭାରତର ବୈଜ୍ଞାନିକମାନେ ଏମିତି ଏକ ଜୀବାଷ୍ମ ଆବିଷ୍କାର କରିଛନ୍ତି ଯେ ଏହା ସମସ୍ତ ପୃଥିବୀ ବାସୀଙ୍କୁ ଚକିତ କରିଛି । ଦୀର୍ଘ ୫ କୋଟି ବର୍ଷ ପୂର୍ବେ ଭାରତରେ ଏମିତି ଏକ ବିଶାଳକାୟ ନାଗ ବୁଲୁଥିଲା ଯେ ଏହା ଆନାକୋଣ୍ଡା ଏବଂ ଅଜଗରକୁ ମଧ୍ୟ ପଛରେ ପକାଇଥିଲା । ତେବେ ବୈଜ୍ଞାନିକମାନେ ଏହି ସାପର ନାଁ ବାସୁକି ଇଣ୍ଡିକସ୍ ରଖିଛନ୍ତି । ଭାରତର ବୈଜ୍ଞାନିକମାନେ ଏକ ପ୍ରାଚୀନ ସାପର ଜୀବାଶ୍ମ ଆବିଷ୍କାର କରିଛନ୍ତି । ଏହା ଦୁନିଆର…
Read More...